ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ


 ପୁରୁଣାବସ୍ତି ସ୍ଥିତ ଓରାମ ପଡା ଠାରେ ଅସହାୟ ଓ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ  କରାଯଇଛି, ଭୀଷଣ ଶୀତ କୁ ଦୃଷ୍ଟି ରେ ରଖି ଏହି ନିଷ୍ପତି ନିଆ ଯାଇଛି, ଏହି ବର୍ଷର ପ୍ରଥମ  କମ୍ବଳ ବଣ୍ଟନ। ଆଗକୁ ମଧ୍ୟ କରାଯିବା ପାଇଁ ନିଷ୍ପତି ନିଆ ଯାଇଛି.   ଇ ଜେ ଭି ପକ୍ଷରୁ ହେବାକୁ ଥିବା ସାମୁହିକ ବିବାହ ବାବଦ ରେ ଆଶା ଦିଦି ରୀନା ସା ଙ୍କ ନେତୃତ୍ୱ ରେ  ଏହି ଅଂଚଳ ରେ ଏକ ବୈଠକି କରାଗସଲା, ଏହି ସାମୁହିକ ବିବାହ ର ସମ୍ପୂର୍ଣ ଦାୟୀତ୍ୱ ସଂଗଠନର ବୋଲି ବୁଝାଇ ଦିଆ ଗଲା,କିଛି ଜଣ ଏହି ପ୍ରସ୍ତାବ ରେ ନିଜ ସହମତି ପ୍ରକାଶ ମଧ୍ୟ କରିଛନ୍ତି, ଏଥି ସହିତ କମ୍ବଳ ମଧ୍ୟ ବଣ୍ଟନ କରାଗଲା.. ଏହି କାର୍ଯ୍ୟ କ୍ରମରେ ଇ ଜେ ଭି ର ଗଙ୍ଗାଧର ମେହେର, ମାନସୀ ପଣ୍ଡା, ପ୍ରିୟା ରାୟ, ପୂନମ ପଟେଲ, ସୋଭନା ସୋହେଲା, ଦୀପ୍ତି ବେହେରା ଆଦି ସଦସ୍ୟ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ..

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done