ବଦଳିଲା ନ୍ୟାୟ ଦେବୀ ଙ୍କ ରୂପ।
ହାତରେ ଖଣ୍ଡା ବଦଳରେ ରହିଲା ସମ୍ବିଧାନ।
ପୂର୍ବରୁ ସୁପ୍ରିକୋର୍ଟରେ ଥିବା ନ୍ୟାୟ ଦେବୀ ଙ୍କ ମୂର୍ତ୍ତି ରେ କିଛିଟା ପରିବର୍ତ୍ତନ ଆସିଛି।
ବାମ ହାତରେ ଥିବା ଖଣ୍ଡା ହିଂସା ର ଅନୁଭବ କରୁଥିବାରୁ ତାକୁ ବଦଳାଇ ରଖାଗଲା ସମ୍ବିଧାନ ।
ଡାହାଣ ହାତରେ ପୂର୍ବ ଭଳି ନ୍ୟାୟ ର ତରାଜୁ ରହିଛି।
ଆଖିରେ ପୂର୍ବରୁ ଲାଗି ଥିବା କଳା କନା ଏବେ ନାହିଁ।
ସୁପ୍ରିମ କୋର୍ଟ ର ପ୍ରଧାନ ବିଚାରପତି ଡି ୟାଇ ଚନ୍ଦ୍ରଚୁଡ଼ ଙ୍କ ପରାମର୍ଶ ରେ ନ୍ୟାୟ ଦେବୀ ଙ୍କ ସ୍ୱରୂପ କୁ ବଦଳାଇ ଦିଆଯାଇଛି।
ଏଣିକି ନ୍ୟାୟ ମୂର୍ତ୍ତି ଆଖିରେ କଳା ପଟ୍ଟି ବାନ୍ଧି ନୁହଁ ଖୋଲା ଆଖିରେ ଦେଖିବେ ।
0 Comments