କିର୍ମିରା ବ୍ଲକର ୩ଟି ସ୍କୁଲରେ କୌଶଳ ରଥକୁ ସ୍ୱାଗତ


 ଜିଲା ପ୍ରଶାସନ ଓ ଜିଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଝାରସୁଗୁଡା ଆନୁକୁଲ୍ୟରେ"ଦକ୍ଷ ଓଡିଶା,ବିକଶିତ ଓଡିଶା" ମାଧ୍ୟମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାକୁ ଦକ୍ଷତା ସହ ବିକାଶ କରିବା ପାଇଁ କିର୍ମିରା ବ୍ଳକର  କର୍ମିରା ସ୍ଥିତ ଏକଲବ୍ୟ ବିଦ୍ୟାଳୟ,କିର୍ମିରା ସରକାରୀ ଉଚ୍ଚ ବିଦ୍ୟାଳୟ,ଅର୍ଡା ଏସଏସଡି ବିଦ୍ୟାଳୟ ମାନଙ୍କରେ କୌଶଳ ରଥ କୁ  ସ୍ବାଗତ କରିବା ସହ ରଥରେ ଥିବା ପ୍ରକଳ୍ପ ଗୁଡିକୁ ବୁଲି ଦେଖି ଜ୍ଞାନ ଆହରଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଏକଲବ୍ୟ ସ୍କୁଲର ଅଧ୍ୟକ୍ଷ ଅରବିନ୍ଦ କୁମାର ସିହ,କିର୍ମିରା ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସୌରୀ ନାରାୟଣ ସିଂହ,ଅର୍ଡା ଏସଏସଡି ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ପ୍ରଧାନଙ୍କ ତତ୍ତ୍ବାଧାନରେ ଛାତ୍ରଛାତ୍ରୀ ମାନେ ରଥରେ ଥିବା ପ୍ରକଳ୍ପ ଗୁଡିକ ଦେଖିବା ସହ ଅନେକ ଶିକ୍ଷା ଲାଭ କରି ଥିଲେ।ଶିକ୍ଷକ କୌଶିକ ବେହେରା,ବିକାଶ କୁମାର ଭୋଇ,ସଞ୍ଜିପ କୁମାର ତ୍ରିପାଠି,ନିର୍ମଳ କୁମାର ସାହୁ,ବିକାଶ ଗଡତିଆ,ସୁରଜ କୁମାରତାପସ କୁମାର,ଶିକ୍ଷୟତ୍ରୀ ସଙ୍ଗିତା ନାୟକ,ବିନିତା ବାଗ,ଜୌତି ଖେସ,ସ୍ବୟଂ ପ୍ରଭା ଭୂଆଁ,ତ୍ରିପତି ମଲ୍ଳିକ,ଦିପାଞ୍ଜଳି ନାଏକ,ରୀନା ପଟେଲ ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done