ହିଟ୍ ୱେବ୍ ପାଇଁ ଝାରସୁଗୁଡ଼ା ଜିଲ୍ଲା ରେ ବଦଳିଲା ସ୍କୁଲ୍ ସମୟ


 ହିଟ୍ ୱେବ୍ ପାଇଁ ବଦଳିଲା ସ୍କୁଲ୍ ସମୟ । ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ସମୟ ବଦଳିଛି । ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ଖୋଲିବ ସ୍କୁଲ୍ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି । ଏବଂ ସ୍କୁଲର ସମୟରେ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାର ଖରାର ପ୍ରଭାବ ଦେଖି ଜିଲ୍ଲାପାଳ ନିଜେ ନିଷ୍ପତ୍ତି ନେଇ ପାରିବେ ସ୍କୁଲ୍ ପରିବର୍ତ୍ତନ ପାଇଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ତେବେ ଖରାର ପ୍ରବାହ ବଢ଼ିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ସ୍କୁଲ୍ ସମୟରେ ପରିବର୍ତ୍ତନ କରି ସକାଳ 6.30 ରୁ 10.30 ଟା ପର୍ଯ୍ୟନ୍ତ ସ୍କୁଲ୍ ସମୟ ରହିବ ବୋଲି ନଷ୍ପତି ନେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done