Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ODISHA NEWS
ଝାରସୁଗୁଡା ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା
ଝାରସୁଗୁଡା ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା
Viral
April 19, 2024
ମହାନଦୀରେ ରେ ଡଙ୍ଗା ବୁଡି ଘଟଣା । ଡଙ୍ଗାରେ ଥିଲେ ୫୦ ଜଣ ଯାତ୍ରୀ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ୍ ସରଧାରୁ ଏହି ଯାତ୍ରୀ ମାନେ ବରଗଡ଼ ଜିଲ୍ଲାର ବାଞ୍ଜୀପାଲିକୁ ଯାଉଥିବା ବେଳେ ଏହି ଡଙ୍ଗା ବୁଡି ଯାଇଥିବା ଘଟଣା ସାମ୍ନାକୁ ଆସିଛି । ମହିଳା, ପୁରୁଷ ଏବଂ ଛୋଟ ରହିଥିବା ବେଳେ ପ୍ରାୟ ୫୦ ଜଣ ଯାତ୍ରୀ ଏହି ଡଙ୍ଗାରେ ଯାଉଥିଲେ । ନିକଟରେ ଥିବା ମାଛ ଧରାଳି ମାନେ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ବର୍ତମାନ ସୁଦ୍ଧା ୪୩ ଜଣଙ୍କୁ ଉଦ୍ଧାର କରାଯାଇଛି । ସାତ ଜଣ ନିଖୋଜ ଥିବା ସୂଚନା ଥିବା ବେଳେ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡିଛି ।
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
କୋରେଇ ବିଧାୟକ ତଥା ସିନେ ତାରକା ଙ୍କ ରାମଚଣ୍ଡୀ ଓ ଝାଡ଼େଶ୍ୱର ମନ୍ଦିର ଦର୍ଶନ,
October 12, 2025
ଲୋଇସିଂହ ଗ୍ରାମ ଠାରେ ଆଜି ତୃତୀୟ ଏକ ଦିବସୀୟ ଉଭୟ ପୁରୁଷ ଏବଂ ମହିଳା ଖୋ ଖୋ ଟୁର୍ନାମେଣ୍ଟ ୨୦୨୫ ଅନୁଷ୍ଠିତ
October 12, 2025
ରାଜ୍ୟ ପରିବହନ ବିଭାଗ ର ବଡ ନିଷ୍ପତ୍ତି |କୋହଳ ହେଲା ଗାଡି ଉପରେ ଲାଗିଥିବା ଗାଡି ଚାଲାଣ ଫାଇନ
October 10, 2025
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
25
ODISHA NEWS
829
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments