ସରଵାହାଲ ଜଗନ୍ନାଥ ମନ୍ଦିର ରାସ୍ତା ରେ ଵେଲଗଛ ଭାଙ୍ଗି ପଡ଼ିଛି। ଝାରସୁଗୁଡ଼ା ସହରର ସରଵାହାଲ ଜଗନ୍ନାଥ ମନ୍ଦିର ରାସ୍ତା ଉପରେ ଗତ ସୋମବାର ସନ୍ଧ୍ୟାରେ ବେଲ୍ ଗଛ ଭାଙ୍ଗି ବର୍ତମାନ ପର୍ଯ୍ୟନ୍ତ ପଡ଼ି ରହିଛି।ଗତ ସୋମବାର ସନ୍ଧ୍ୟାରେ ବିଜୁଳି ମାରିବା ସହିତ ବର୍ଷା ହେବାରୁ ବେଲଗଛ ଭାଙ୍ଗି ପଡ଼ିରହିଛି। ଏହି ରାସ୍ତା ଦେଇ ଛାତ୍ର ଛାତ୍ରୀ ଶିଳ୍ପାନୁଷ୍ଠାନ କର୍ମଚାରୀ ବାଟୋଇ ଯିବା ଆସିବା ସମୟରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗତ ସୋମବାର ଦିନ ବିଦ୍ୟୁତ କର୍ମଚାରୀ ଆସି ବିଦ୍ୟୁତ ବନ୍ଦ କରିଥିଲେ। ଆଜି ପୈର ପରିଷଦ କୁ ଜଣାଇଵାରୁ ସେମାନେ କହିଲେ ଅଗ୍ନିଶମ ବିଭାଗ ର କାମ ବୋଲି ।ବେଲଗଛ କୁ ହଟାଇବା ପାଇଁ ସରଵାହାଲ ବାସି ଦାବି କରୁଛନ୍ତି।
0 Comments