ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର


 ଝାରସୁଗୁଡ଼ା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଆଜି ସନ୍ଧ୍ୟା ସମୟରେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି। କୌଣସି ସୁତ୍ରରୁ ଖବର ପାଇ ମୁଖ୍ୟ ଡାକ୍ତରଖାନା ପରିସରରେ ଜଗିବସିଥିବା ବେଳେ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅସ୍ତ୍ରୋପଚାର ଡାକ୍ତର। ଦୁଇ ଜଣ ରୋଗି ଙ୍କ ଠାରୁ ଅସ୍ତ୍ରୋପଚାର ପାଇଁ ୬ ହଜାର ଟଙ୍କା ଲାଞ୍ଚ ମଗିଥିବାବେଲେ ଗରିବ ରୋଗି ପରିବାର ର ଅଭିଯୋଗ କ୍ରମେ ଭିଜିଲାନ୍ସ ଦ୍ବାରା ଯୋଜନାବଦ୍ଧ ଚଢାଉ କରି ଡାକ୍ତର ସୁପ୍ରିତ ସୌରଭ ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done