ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ବିକାଶ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ


 ମାନ୍ୟବର ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କ ବ୍ରଜରାଜନଗର ବିଧାନସଭା ଅନ୍ତର୍ଗତ ଲଖନପୁର ବ୍ଲକ ର ଜୋନ- 2 ଓ ଜୋନ -1 ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ,ଉଦଘାଟଣୀ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ  |

1)ସୁନାରି ଗ୍ରାମ ଠାରେ ଜଗନ୍ନାଥ ମନ୍ଦିର ର କୁମ୍ଭଭରା (2)  କୁଟ୍ରାପାଲି, କଦମଡ଼ିହି ପଞ୍ଚାୟତ ଠାରେ ଗୋଷ୍ଠୀ ଉନ୍ନୟନ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନା

(3)ଝାରଗାଁ , ସମରବଗା ପଞ୍ଚାୟତ ଠାରେ ଗୋଷ୍ଠୀ ଉନ୍ନୟନ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନା(4)ଜାମଗାଁ ଠାରେ କାଲି ମନ୍ଦିର ପାଖରେ Boundary Wall ର ନିର୍ମାଣିକରଣ ର ଭିତ୍ତି ପ୍ରସ୍ତର ସ୍ଥାପନ |(5) ଜାମଗାଁ ଠାରେ ମହିଳା ସମାବେଶ |(6)ବଡ଼ଧରା, ବାଦୀମାଲ ପଞ୍ଚାୟତ ଠାରେ ଗୋଷ୍ଠୀ ଉନ୍ନୟନ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନା

(7) କନକତୋରା  ଠାରେ ଖୋଲା ମଣ୍ଡପ  ର ଭିତ୍ତି ପ୍ରସ୍ତର ସ୍ଥାପନା (8)ଧୂଲୁଣ୍ଡା, ଚାରପାଲି  ପଞ୍ଚାୟତ ଠାରେ ରନ୍ଧନ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନା(9)ମୂର୍ଲିପାଲି , ଚାରପାଲି ପଞ୍ଚାୟତ ଠାରେ ଖୋଲା ମଣ୍ଡପ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନା (10)ସତସଙ୍ଗ ଭବନ କିରିତମାଲ , ରେମତା ପଞ୍ଚାୟତ ଠାରେ Boundary Wall ର ଭିତ୍ତି ପ୍ରସ୍ତର ସ୍ଥାପନା(11)ଭଣ୍ଡାରୀ ପଡା , କଣ୍ଢେଇକେଲା ପଞ୍ଚାୟତ ଠାରେ ରନ୍ଧନ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନା

(12)ଶୁଖାସୁଡ଼ା କଣ୍ଢେଇକେଲା ପଞ୍ଚାୟତ ଠାରେ ହନୁମାନ ମନ୍ଦିର ପାଖରେ ଗୋଷ୍ଠୀ ଉନ୍ନୟନ ଗୃହ ର ଶୁଭ ଉଦଘାଟଣ (13)ଶୁଖାସୁଡ଼ା କଣ୍ଢେଇକେଲା ପଞ୍ଚାୟତ ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା |


ସାଂସଦ ଙ୍କ ସହଯୋଗ ରେ ଥିଲେ

ରଘୁନନ୍ଦନ ପଣ୍ଡା, ସାଂସଦ ଜ଼ିଲ୍ଲା ପ୍ରତିନିଧି

ଆଲୋକ କୁମାର ସାହୁ, ସାଂସଦ ବ୍ଲକ ପ୍ରତିନିଧି

ଚକାନନ୍ଦ ସା, ଜ଼ିଲ୍ଲା ସାଧାରଣ ସମ୍ପାଦକ, ବିଜେପି

ପ୍ରମୋଦ ସେନାପତି, ପୂର୍ବତନ ଜ଼ିଲ୍ଲା ସଭାପତି, ବିଜେପି

ପବିତ୍ର ବିଶ୍ୱାଳ, ସମିତି ସଭ୍ୟ କଦମଡ଼ିହି ପଞ୍ଚାୟତ

ହେମକୁମାର ପଧାନ, ପଞ୍ଚଗାଁ ମଣ୍ଡଳ ସଭାପତି, ବିଜେପି

ନବୀନ ବିଶ୍ୱାଳ

ସୁଶାନ୍ତ ଚଏନି, ସରପଞ୍ଚ କଣ୍ଢେଇକେଲା ପଞ୍ଚାୟତ

ଓ ଅନେକ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତା

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done