ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।


 ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ରହିଛି । ଏହି ଦିନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି । ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ,ସ୍କୁଲ୍ ଏବଂ କଲେଜ୍ ବନ୍ଦ୍ ରହିବ । ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ସମସ୍ତ ହୋମ ଯଜ୍ଞ କାର୍ଯ ଆରମ୍ଭ ହୋଇଯାଇଛି । ଅଙ୍କୁର ପୂଜନ ପରେ ଯଜ୍ଞ ଅଧିବାସ ହୋଇଥିଲା । ଶୁଭମୁହୁର୍ତ୍ତ ଅନୁସାରେ ସକାଳୁ ସୂର୍ଯ୍ୟ ପୂଜା , ବ୍ରାହ୍ମଣ ବରଣ ଓ ବେଦ ପରାୟଣ ଆରମ୍ଭ ହେବ । ପୁରୀ ଶ୍ରୀମନ୍ଦିରରେ ଚତୁର୍ବେଦ ପାଠ କରାଯିବ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done