ଝଣ୍ଡାଚୌକ ହନୁମାନ ମନ୍ଦିରରେ ବିଜେପି ପକ୍ଷରୁ ସ୍ୱଚ୍ଛ_ତୀର୍ଥ କାର୍ଯ୍ୟକ୍ରମ ଅନଷ୍ଠିତ


 ଆନନ୍ଦ ଓ ହର୍ଷୋଲାସ ମଧ୍ୟରେ ସାରା ଭାରତ ବର୍ଷ, ପାଖେଇ ଆସୁଛି ପ୍ରଭୁ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ତାରିଖ l ଏହି ପାବନ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶର ସମସ୍ତ ମଠ ମନ୍ଦିର ପରିସରକୁ ସ୍ୱଚ୍ଛ କରି ସ୍ୱଚ୍ଛତୀର୍ଥ କାର୍ଯ୍ୟକ୍ରମ ପାଳନ କରାଯାଉଛି l

ଏହି ଅମୃତ ବେଳାରେ ଆଜି ଝଣ୍ଡାଚୌକ ହନୁମାନ ମନ୍ଦିରରେ ସ୍ୱଚ୍ଛ_ତୀର୍ଥ କାର୍ଯ୍ୟକ୍ରମ ପାଳନ କରାଯାଇ ମନ୍ଦିର ଓ ଏହାର ପରିସର କୁ ସ୍ୱଚ୍ଛ କରାଗଲା l 

ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଶ୍ରୀ ମହେନ୍ଦ୍ର କେଡିଆ, ଶ୍ରୀ ଦିନେଶ ଜୈନ୍, ଶ୍ରୀ ସୁଧାଂଶୁ ଡୋରା,ଶ୍ରୀ ଅମର ବଜାଜ, ଯୁବ ନେତା ଶ୍ରୀ ଗୋପାଲ ପଟେଲ, ଶ୍ରୀ ରାଜା ବୈଦ, କାଉନସିଲର ବନ୍ଦନା ମୁନ୍ଦ୍ରା, କାଉନସିଲର ତରଙ୍ଗ ଦୁବେ ଙ୍କ ସହ ସତୀଶ ନାଲା, ଶିବ୍ବର୍ଧନ, ଅଶୋକ ନାୟକ, ଅରବିନ୍ଦ ପାଠକ, ମୁକେଶ ସାହୁ, ସୁଦାମ ରୋହିଦାସ, ଭିମ ବାର୍ଲା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done