କୋଲାବିରା ବ୍ଲକ ଅନ୍ତର୍ଗତ ଚାନ୍ଦିନୀମାଲ ରେ ଆଜି ଗୀତା ଜୟନ୍ତୀ ଅନୁଷ୍ଠିତ


 ଆଜି ପବିତ୍ର ସନାତନ ଧର୍ମ ର ଭାଗବତ ଗୀତା ଜୟନ୍ତୀ ଏହି ଅବସରରେ  ରେ କୋଲାବିରା ବ୍ଲକ ଅନ୍ତର୍ଗତ ଚାନ୍ଦିନୀମାଲ ରେ ଆଜି  ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇ ଭବ୍ୟ ଗୀତା ମହା ଯଜ୍ଞ ର ଆୟୋଜନ କର ଥିଲା  l ଗାୟତ୍ରୀ ପରିବାର, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର  ମିଳିତ ଆନୁକୂଲ୍ୟରେ ରେ  ଗୀତl ମହଯଜ୍ଞ ଆୟୋଜିତ ହୋଇ ଥିଲା l ଧର୍ମାନ୍ତୀକରଣ କୁ କେମିତି ରୋକିବା ଏବଂ ସନାତନ ଧର୍ମ ବିଷୟରେ ବୌଦ୍ଧିକ କାର୍ଯ୍ୟକ୍ରମ ରଖା ଯାଇ ଥିଲା ଏବଂ ଶେଷରେ ସମସ୍ତେ ପ୍ରସାଦ ସେବନ କରି ଯାଇ ଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ସମ୍ପର୍କ ପ୍ରମୁଖ ସନାତନ ପଟେଲ  କୋଲାବିରା ପ୍ରଖଣ୍ଡ ବଜରଙ୍ଗ ସଂଯୋଜକ ସନୋଜ ବେହେରା, ଗାୟତ୍ରୀ ପରିବାର ର ରାଜେଶ ସାହୁ, ପଦ୍ମିନୀ ହୋତା, ପ୍ରକାଶ ହୋତା,ପତଞ୍ଜଳି ପ୍ରମୁଖ ସିରଜୁ ଖମାରି,  ରାଷ୍ଟୀୟ ସ୍ୱୟଂ ସେବକ ସଂଘ ର ଅରୁଣ ବେହେରା, ସମାସିଙ୍ଗା, ସୋଢାମାଳ ଓ କୁଳିଆମାଳ ର  ବହୁତ ସନାତନୀ ଗୀତା ପ୍ରେମୀ ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done