Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ODISHA NEWS
ରାଜ୍ୟ ସ୍ତରୀୟ ଦୌଡ କୁଦ ପ୍ରତିଯୋଗିତାରେ ଝାରସୁଗୁଡା ଦଳ ତିନି ଗୋଟି ସ୍ଵର୍ଣ ପଦକ, ଦୁଇଗୋଟି ରୌପ୍ୟ ପଦକ ଓ ଚାରିଗୋଟି ବ୍ରୋଞ୍ଜ ପଦକ ସହ ସର୍ବମୋଟ ନଅ ଗୋଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି
ରାଜ୍ୟ ସ୍ତରୀୟ ଦୌଡ କୁଦ ପ୍ରତିଯୋଗିତାରେ ଝାରସୁଗୁଡା ଦଳ ତିନି ଗୋଟି ସ୍ଵର୍ଣ ପଦକ, ଦୁଇଗୋଟି ରୌପ୍ୟ ପଦକ ଓ ଚାରିଗୋଟି ବ୍ରୋଞ୍ଜ ପଦକ ସହ ସର୍ବମୋଟ ନଅ ଗୋଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି
Viral
November 11, 2023
ଗତ ତା 08.11.2033 ବୁଧବାର ଦିନ ବିଦ୍ୟାଳୟ ସମୂହ ଝାରସୁଗୁଡା ଦଳର ଦୌଡ କୁଦ U-17 /14 ବାଳକ ଓ ବାଳିକା ବର୍ଗ ସର୍ବମୋଟ 25 ଜଣ ସୁନ୍ଦରଗଡ଼ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା କରିଥିଲେ l ଉକ୍ତ ପ୍ରତିଯୋଗିତା 8.11.23 ରେ ଆରମ୍ଭ ହୋଇ 11.11.23 ରେ ଉଦଯାପିତ ହୋଇଥିଲା l ଏଥିରେ ଝାରସୁଗୁଡା ଦଳ ତିନି ଗୋଟି ସ୍ଵର୍ଣ ପଦକ, ଦୁଇଗୋଟି ରୌପ୍ୟ ପଦକ ଓ ଚାରିଗୋଟି ବ୍ରୋଞ୍ଜ ପଦକ ସହ ସର୍ବମୋଟ ନଅ ଗୋଟି ପଦକ ହାସଲ କରି ଦୀର୍ଘ ପାଞ୍ଚ ବର୍ଷର ରେକର୍ଡ ଭଙ୍ଗ କରିବା ସହ ଆଜି ସ୍ୱଜିଲ୍ଲାକୁ ପ୍ରତ୍ୟାବର୍ତନ କରିଛି l ଜେନେରାଲ ମ୍ୟାନେଜେର ଭାବେ ସୁଶାନ୍ତ ପଟେଲ,ମ୍ୟାନେଜର ସୁକାନ୍ତ କୁମାର ବାଗ ଓ କୋଚ ଭାବେ ଜୟଶ୍ରୀ ଡନସନl ଓ ଭୁବନେଶ୍ୱରୀ ମାଝୀ ରହିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଂଜ଼, ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଘୁଟା ଓ ପ୍ରଦୀପ୍ତ କୁମାର ସା ଏବଂ ଡ଼ିଏସଏସ ନିରୋଜ ପଟେଲ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଝାରସୁଗୁଡା ଜିଲ୍ଲାର ସମସ୍ତ କ୍ରୀଡ଼ାନୁଷ୍ଠାନ ଓ କ୍ରୀଡ଼ାବିତ ଦଳକୁ ଭୂୟସୀ ପ୍ରସଂଶା କରି ଛନ୍ତି ଓ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l ଅନ୍ୟ ପଟରେ ତା.10.11.23 ରେ ବରଗଡ ଜିଲ୍ଲାର ଟୁକୁର୍ଲା ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଣ୍ଡ ଟ୍ରୁପ ପ୍ରତିଯୋଗିତାରେ ଝାରସୁଗୁଡା ଜିଲ୍ଲା ର ଉଭୟ ବାଳକ ଓ ବାଳିକା ବର୍ଗ(ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରଣ୍ଡମାଳ ଉଚ୍ଚ ବିଦ୍ୟାଳୟ )ଦ୍ଵିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ବୋଳି ଶାରୀରିକ ଶିକ୍ଷା ଅଧିକାରୀ ବିମଲ କୁମାର ତାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
ଝାରସୁଗୁଡ଼ା ଜିଲ୍ଲା ବରପାଲି ଗ୍ରାମ ଠାରେ ନୂଆଁଖାଇ ପରବର୍ତ୍ତୀ ଦିନ ଗ୍ରାମରେ ନାଗବାଚା ପୂଜା ଅନଷ୍ଠିତ ହୋଇଛି
August 29, 2025
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉଧେଁ ସମସ୍ତଙ୍କେ ଗୁର୍ଦୁ ଟେ ଶୁଭେଚ୍ଛା ଆଉ ଶୁଭକାମନା
August 28, 2025
୧୫ ନୁହେଁ ୨୦ ବର୍ଷ ପରେ କରିପାରିବେ ଗାଡ଼ି ପଞ୍ଜିକରଣ ନବୀକରଣ ।
August 26, 2025
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
24
ODISHA NEWS
786
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments