ଆଜି ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀ ସିଆରମ ଦାସ ଙ୍କ ନେତୃତ୍ୱ ରେ ଘରେ ଘରେ କଂଗ୍ରେସ... ଘରେ ଘରେ ହାତ...ନିମନ୍ତେ ପଦଯାତ୍ରା ଲାଇକେରା ବ୍ଲକ ରେ କରାଯାଇଥିଲା ଯାହାକି ଜନତା ଙ୍କୁ ବିଜେପି ବିଜେପି ର ଶାସନ ଦ୍ୱାରା ପ୍ରତିଶୃତି ଏବଂ ପ୍ରତାରଣା ଦେଉଥିବା ହେତୁ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା ଯାହାକି ମୁଖ୍ୟତଃ କୃଷି ଓ କୃଷକଙ୍କ ସମସ୍ୟା ପ୍ରତ୍ୟେକ ବ୍ଲକ ରେ ଶୀତଳ ଭଣ୍ଡାର, ଗୋଦାମ ଘର , ସ୍ଥାନୀୟ ଯୁବକ ଯୁବତୀ ଙ୍କ ନିଯୁକ୍ତି ତଥା ବେକାରୀ ସମସ୍ୟା ପ୍ରସଙ୍ଗ, ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ଶିକ୍ଷା କ୍ଷେତ୍ରରେ କୋଠା ନିର୍ମାଣ ଏବଂ ଏବଂ ରଙ୍ଗ କରାଯାଉଥିବା ବେଳେ ଶହ ଶହ କୋଟି ଟଙ୍କା ଲାଞ୍ଚ ଦୁର୍ନୀତି ରେ ପୋତିହୋଇ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ର ଗୁଣାତ୍ମକ ମାନଦଣ୍ଡ ହରେଇ ବସିଲେଣି ତଥା ସରକାର ବିଫଳହୋଇଛନ୍ତି ଏବଂ ବସ୍ତି ବାସିନ୍ଦା ଆବାସ ଯୋଜନା, ଜିଲ୍ଲାରେ ସରକାରୀ କଲେଜ ଏବଂ ସ୍ନାତକ ଯୁକ୍ତ କଲେଜ, ଯାନ୍ତ୍ରିକ ମହାବିଦ୍ୟାଳୟ କେବଳ ପ୍ରହସନ ମାତ୍ର ପାଲଟିଗଲାଣି ତେଣୁ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ ବିକଳ୍ପ ବୋଲି ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦାସ ଙ୍କ ବ୍ୟତୀତ ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ଚନ୍ଦ୍ର ଭୋଇ, ଯତୀନ୍ଦ୍ର ସରାଫ, ଶ୍ରୀଧର କିସାନ, ପୁନୀୟl ମିଶ୍ର,ଫକୀର ନାୟକ, ପ୍ରଶାନ୍ତ ତ୍ରିପାଠୀ, ଇଶ୍ୱର ରାଓ, ଦେବାନନ୍ଦ ବାରିକ, ପୂନ୍ୟବାନ ନାୟକ, ମଟରାଜ ଡୁଙ୍ଗଡୁଙ୍ଗ, ଦେବାର୍ଚନ ସେଠ, ଓମପ୍ରକାଶ ଠକ୍କର, ରାଜେଶ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ
0 Comments