ବଜରଙ୍ଗଦଳ ର ଆଜି ସାରା ଭାରତ ବର୍ଷ ରେ ଶୌର୍ଯ୍ୟ ଜାଗରଣ ଯାତ୍ରା ବୀର ସୁରେନ୍ଦ୍ର ସାଏ ରଥ ଆଜି କୋଲାବିରା ପ୍ରଖଣ୍ଡ ରେ ପହଂଚି ଥିଲା ସେଥିରେ କୋଲାବିରା ବଜରଙ୍ଗ ଦଳ ସଂଯୋଜକ ସନୋଜ ବେହେରା ଙ୍କ ଅଧ୍ୟକ୍ଷତା ରେ କେଲଡା ଠାରେ ରାଧା କୃଷ୍ଣ ସମ୍ପ୍ରଦା ମଣ୍ଡଳୀ କେଲଡା ଏବଂ ଗ୍ରାମବାସି ତାହାର ସ୍ୱାଗତ କରି ଥିଲା ଏବଂ ପତ୍ରାପାଲି, ଆଇଁଳlମାଳ, ରଘୁନାଥ ପାଲି ଓ କୋଲାବିରା ରେ ତାହାର ସ୍ୱାଗତ ଏବଂ ବୌଦ୍ଧିକ କାର୍ଯ୍ୟକ୍ରମ କରାଯାଇ ଥିଲା ଏଥିରେ ପୂଜ୍ୟ ସ୍ୱାମୀ ଜୀବନ ମୁକ୍ତlନନ୍ଦ ପୁରୀଜି ମହାରାଜ ଋଷିକୂଳ ସେବଶ୍ରମ ର ଅଧ୍ୟକ୍ଷ, ଏବଂ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ର ସଂଗଠନ ମନ୍ତ୍ରୀ ରାମ ଚନ୍ଦ୍ର ନାଏକ,କୁଚିଣ୍ଡା ଜିଲ୍ଲା ସଂଯୋଜକ ଗୋଲକ ପ୍ରଧାନ,କୁଚିଣ୍ଡା ନଗର ସଂଯୋଜକ ସୌରବ କର, ସହ ସଂଯୋଜକ ଅଙ୍ଗତ ରାୟ ଏବଂ କୋଲାବିରା ବଜରଙ୍ଗ ଦଳ ର ସହ ସଂଯୋଜକ ମୁନ୍ନା ବାରିକ ଓ ସମସ୍ତ ବଜରଙ୍ଗୀ ଭାଇ ମାନେ ମିଶି କେଲଡା ଠାରୁ ଆରମ୍ଭ କରି କୋଲାବିରା ପର୍ଯ୍ୟନ୍ତ ରଥ ସହ ଏକ ବିଶାଳ ହିନ୍ଦୁ ରେଲି ବାହାରି ଥିଲା ଏଥିରେ ଏଥିରେ କୋଲାବିରା ର ସମସ୍ତ ହିନ୍ଦୁ ସଂଗଠନ ମଧ୍ୟ ପ୍ରମୁଖ ଉପସ୍ଥିତ ଥିଲେ l
0 Comments