ଆଜି ପୂଲ୍ଵମା ସହିଦ ଦିବସ ଓ କଳା ଦିବସ ଭାବେ ଇ ଜେ ଭି ଫାଉଣ୍ଡେସନ ଏହି ଦିବସ କୁ ପାଳନ କରିଛି,ଭାରତ ରୁ ସହିଦ୍ ହୋଇଥିବା 40ଜଣ ବିର ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି,ଏହି କାର୍ଯ୍ୟକ୍ରମ ସଂସ୍କାର ସ୍କୁଲ ପରିସର ରେ ସଂସ୍କାର ସ୍କୁଲ ସହ ଯୋଗିତା ରେ ପାଳନ କରାଯାଇଛି,ଏହି ଅବସର ରେ ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ହୋଇ ବିର ସହିଦ୍ ଯବାନ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ମୁତି ଚାରଣ କରିଥିଲେ ଓ ପାକିସ୍ତାନ ବର୍ବରତା କୁ ଘୋର ନିନ୍ଦା କରିଥିଲେ,ଏହି ଅବସରରେ ଶ୍ରୀ,ତାପସ ରାୟ ଚୌଧୁରୀ, ବାଲଗୋବିନ୍ଦ ମିଶ୍ର, ଡ଼ ପ୍ରକାଶ ରଣା,ସନ୍ଦୀପ ଆବସ୍ତି,ତ୍ରିନାଥ, ଗୁଆଲ୍,ଅକ୍ଷୟ ପତି,ସରୋଜ କୁଅର୍,ସତପଲ୍ ସିଂ,ସିଦ୍ଧାର୍ଥ ଅବସ୍ତୀ,ମୁକେଶ ତିୱାରୀ,ଆନନ୍ଦ ମୋଦି,ପ୍ରମୁଖ ବ୍ୟକ୍ତି ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଦେବାସହିତ ନିଜ ମନ୍ତବ୍ୟ ରଖିଥିଲେ, ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ରାଜେଶ ପାଢ଼ୀ, ପୁନମ ପଟେଲ,ମାନସୀ ପଣ୍ଡା, ଲକ୍ଷ୍ମଣ ସ୍ୱାଇଁ,ବ୍ରଜ ରାୟ,ପଙ୍କଜିନି ପାଣିଗ୍ରାହୀ,ଗଙ୍ଗାଧର ମେହେର, ଜ୍ୟୋତିର୍ମୟୀ ବେହେରା,ମଞ୍ଜୁଳା ବେହେରା,ପ୍ରଫୁଲ୍ଲ ହା ତି ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ସଂଯୁକ୍ତା ମେହେର ମଞ୍ଚ ସଞ୍ଚାଳନ କରିଥିଲେ,ଜ୍ୟୋତି ପଣ୍ଡା ପଣ୍ଡା ଦେଶାତ୍ମବୋଧକ ସଙ୍ଗୀତ ଗାଈ ପ୍ରତ୍ୟକ୍ଷ ଦର୍ଶୀ ଙ୍କ ଆଖିରେ ଲୋତକ ଅନିଦେଇ ଥିଲେ,ସର୍ବଶେଷ ରେ ସଂସ୍କାର ସ୍କୁଲ ର ଅଧକ୍ଷ କନ୍ଦର୍ପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments