ଦୀପାବଳି ପାଇଁ ବନ୍ଧବାହାଲ ଦୀନବାନ୍ଧବ କ୍ଷେତ୍ରରେ 51ହଜାର ସାମୂହିକ ଦୀପ ପ୍ରଜ୍ବଳିତ ଉତ୍ସବ ଅନୁଷ୍ଠିତ

 

ଦୀପାବଳି ପାଇଁ ପ୍ରଜ୍ବଳିତ ହେଲା 51 ହଜାର ଦୀପ 

 ଝାରସୁଗୁଡା ଜିଲ୍ଲାର ବନ୍ଧବାହାଲ ଦୀନ ବାନ୍ଧବ କ୍ଷେତ୍ରରେ  ଆଜି 51 ହଜାର ଦୀପ ପ୍ରଜ୍ବଳନ କରି ଦୀପାବଳି ପାଳନ କରାଯାଇଛି l ଏମସିଏଲ ଲଖନପୁର କ୍ଷେତ୍ର ପକ୍ଷରୁ ଆୟୋଜିତ ହୋଇଥିବା ଏହି ଦୀପ ମହୋତ୍ସବରେ ଅଠର ଶହ ଜନସାଧାରଣ ସାମିଲ ହୋଇଥିବାବେଳେ 10 ହଜାରରୁ ହଜାର ଲୋକ ଉପସ୍ଥିତ ଥିଲେ l ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ସନ୍ଧ୍ୟା ଆରତୀ ପରେ ଏହି ଦୀପ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଭଗବାନ ରାମଚନ୍ଦ୍ରଙ୍କ ଆଗାମନ ଆଲୋକର ପର୍ବ ଦୀପାବଳିକୁ ଆଜି ଧୁମଧାମରେ ବନ୍ଧବାହାଲରେ ପାଳନ କରାଯାଇଛି l ଜୀବ ଜଗତର କଲ୍ୟାଣ ପାଇଁ ସାମୁହିକ ଭାବରେ ଆଜି 51 ହଜାର ଦୀପ ପ୍ରଜ୍ୱଳନ କରାଯାଇଛି l ଦୀପାବଳିରେ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ପାଇଁ ଏହି ସାମୁହିକ ଦୀପ ପ୍ରଜ୍ୱଳନର ଆୟୋଜନ କରାଯାଇଛି l




Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done