ମିସ୍ତ୍ରୀପଡ଼ାରେ ଡବଲ ମର୍ଡର: ପୋଲିସର ତଦନ୍ତ ଆରମ୍ଭ

 

ମିସ୍ତ୍ରୀପଡ଼ାରେ ଡବଲ ମର୍ଡର:  ଏକ ଘରୁ ଶାଶୁ ଓ ବୋହୂ ର ମୃତଦେହ ଠାବ । 

ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅଂଚଳ ରୁ  ଏପରି ଏକ ଘଟଣା  ଲୋକଲୋଚନ କୁ ଆସିଛି । ତେବେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ପଞ୍ଚାୟତ ମିସ୍ତ୍ରୀପଡ଼ା ର ଏକ ଘରୁ ଶାଶୁ ବୋହୂର ମୃତଦେହ ଉଦ୍ଧାର କରାଯାଇଛି ।


ମୃତକ ଦ୍ବୟ ୮୦ ବର୍ଷୀୟା ଝିମ ଖଡିଆ ଓ ତାଙ୍କ ବୋହୂ ସାଏବାନି ଖଡିଆ ବୋଲି ଜଣାପଡିଛି । ତେବେ ଏହି ଦୁଇ ମହିଳାଙ୍କ ର ହତ୍ୟା କରା ଯାଇଥିବା ନେଇ ଅନୁମାନ କରାଯାଉଛି । ତେବେ ସ୍ଥାନୀୟ ଲୋକେ ପୋଲିସ୍ କୁ ସୂଚନା  ଦେଇଥିବା ବେଳେ ପୋଲିସ ଘଟଣା ସ୍ଥାନକୁ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଦେଇଛି । ତେବେ ପୋଲିସ୍ ଝିମି ଖଡ଼ିଆଙ୍କ ପୁଅ କୁଲଥୁ ଖାଡ଼ିଆ କୁ ଅଟକ ରଖି ପଚରାଉଚରା କରୁଥିବା ରେଙ୍ଗାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done