Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
ସରକାରୀ ବିଦ୍ୟାଳୟ, ଉପର ଚିକଣ ଭିତର ଫମ୍ପା
ସରକାରୀ ବିଦ୍ୟାଳୟ, ଉପର ଚିକଣ ଭିତର ଫମ୍ପା
Viral
August 07, 2022
ଏ ହେଉଛି, ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ନିକଟରେ ଥିବା ଛର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।ଏଠି ବାହାରୁ ଦେଖିଲେ ବିଦ୍ୟାଳୟ ଟି ଉନ୍ନତ ଭଳି ଦିଶେ। ତେବେ ଯଦି ଶ୍ରେଣୀଗୃହ କି କାର୍ଯ୍ୟାଳୟ ଭିତରକୁ ଆମେ ପ୍ରବେଶ କରୁ ତେବେ ଅସଲ ଚିତ୍ର ଜଣାପଡେ। ଛାତ ଗୁଡ଼ିକ କେବେ ଧସି ପଡ଼ିବ କିଏ ବା ଜାଣେ। ଅନ୍ୟ ପକ୍ଷରେ ଶ୍ରେଣୀ ଗୃହ ଗୁଡ଼ିକ ଅବସ୍ଥା ନା କହିବା ଭଲ। ଛାତରୁ କଂକ୍ରିଟ ରଡ ଦିଶୁଥିବା ବେଳେ, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଗୃହର କାନ୍ଥ ଧସିବା ଆରମ୍ଭ କଲାଣି।
କେତେବଳେ କୌଣସି ଦୁର୍ଘଟଣା ଘଟିବ ର ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ି ଚାଲିଛି। ଏନେଇ ଜିଲ୍ଲାପାଳ, ମନ୍ତ୍ରୀ , ଜିଲ୍ଲା ଶିକ୍ଷାଧିକରୀ ଙ୍କୁ ସୂଚନା ଦେଲାପରେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ। ତେବେ MCL ନିକଟରେ ଥିବା ଏହି ବିଦ୍ୟାଳୟ ର ଅବସ୍ଥା ଦେଖି ସତରେ ଆଶ୍ଚର୍ଯ୍ୟ ହେବା ଛଡ଼ା ଆଉ କିଛି ରାସ୍ତା ନାହିଁ। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ହୋଇ ପଡ଼ିଛି। ତେବେ ଦେଖାଯାଉ କେବେ ଏହି ବିଦ୍ୟାଳୟର ସଠିକ୍ ମରାମତି ହେଉଛି ନା ଏଭଳି ଅବ୍ୟବସ୍ଥାରେ ଅସୁରକ୍ଷିତ ହୋଇ ଛାତ୍ରଛାତ୍ରୀ ପାଠ ପଢିବେ !
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
HDFC ବ୍ୟାଙ୍କ, ICICI ବ୍ୟାଙ୍କ ଓ Axis ବ୍ୟାଙ୍କକୁ ରାଜ୍ୟ ସରକାର ଓ ସରକାରୀ ସଂଗଠନମାନଙ୍କ ଲେନଦେନ ଓ ଜମା ଖାତା ପାଇଁ ଅନୁମୋଦିତ ବ୍ୟାଙ୍କ୍ ତାଲିକାରୁ ବାହାର କରାଯିବ
June 22, 2025
ଇ ଜେ ଭି ଫାଉଣ୍ଡେସନ ଓ ରୋଟାରି କ୍ଲବ ଗ୍ରୀନ ର ମିଳିତ ଆନୁକୂଲ୍ୟ ରେ ସର୍ବାଇକାଲ କ୍ୟାନ୍ସର ପ୍ରତିରୋଧକ ଟୀକା କରଣ ଶିବିର ଅନୁଷ୍ଠିତ
June 26, 2025
Selection Trials and Coaching Camp has been started to participate in the Senior Mens Football, Sahani Cup in the month of July
June 26, 2025
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
24
ODISHA NEWS
719
POLITICS
23
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments