ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଗଣେଶ ପୂଜା ପାଳନ ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆସନ୍ତା କାଲି ଗଣେଶ ପୂଜା ପାଳନ ହେବ ।ଗତ ଦୁଇ ବର୍ଷ ହେବ କରୋନା ପାଇଁ ସହରରେ ଉତ୍ସାହ ଦେଖି ବାକୁ ମିଳିନଥିଲା ।ଏଥର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ଲବ ସାମାଜିକ ସଂଗଠନ ଅଫିସ ସମେତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେବ ।ସହରର ବିଭିନ୍ନ ସ୍ଥାନରେ ଲିଚୁଲାଇଟ ରେ ଝଲୂସୁଛି ଝାରସୁଗୁଡ଼ା ସହର । ବିଭିନ୍ନ ସ୍ଥାନରେ କାରିଗର ମାନେ ଗଣେଶ ଠାକୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଦେଖାଯାଉଛି।
0 Comments