Home
Notification
Home
Crime
Jharsuguda News
Entertainment
Health
National
Politics
Sports
Astrology
International
More
_Economy
_Education
_Literature
_Weather
__Culture
Home
POLITICS
MORNING HEADLINES
MORNING HEADLINES
Viral Jharsuguda
July 27, 2022
JHARSUGUDA WEDNESDAY MORNING NEWS HEADLINES WITH RAVI KUMAR (27-JULY-2022)
Post a Comment
0 Comments
Contact Form
Name
Email
*
Message
*
Search This Viral Jharsuguda
Social Plugin
Ad
Ad
Popular Posts
ଆମକୁ ଦରକାର ନାହିଁ ହସ୍ତକ୍ଷେପ। ଏହି ଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
May 11, 2025
ଜିଲ୍ଲା ସାଂସ୍କୃତିକ ମହାକୁମ୍ଭ ‘ଦୁଲଦୁଲି ୨୦୨୬’ ଏବଂ ସ୍ୱଦେଶୀ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ
January 05, 2026
*ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ: ୮୪ ଗୋଟି ଅଭିଯୋଗର ଶୁଣାଣି* ଝାରସୁଗୁଡା: ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଆଇଏଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୮୪ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୫ ଗୋଟି ସାମୂହିକ ଏବଂ ୬୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଏହି ଶିବିରରେ ରେଡକ୍ରସ ପାଣ୍ଠିରୁ ୩ ଜଣ ହିତାଧିକାରୀଙ୍କୁ ମୋଟ ୪୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିମଧ୍ୟରେ ଜଣଙ୍କୁ ୨୦,୦୦୦ ଟଙ୍କା ଏବଂ ଅନ୍ୟ ଦୁଇଜଣଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ବଢ଼େଇମୁଣ୍ଡା (ୱାର୍ଡ ନଂ ୦୪): ଜମି ଚିହ୍ନଟ ଏବଂ କଲ୍ୟାଣ ମଣ୍ଡପ ପାଇଁ ପାଣ୍ଠି ପ୍ରଦାନ। ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣରେ ରହିଥିବା ସମସ୍ୟା। ବେଦାନ୍ତ କମ୍ପାନୀ ଦ୍ୱାରା ଅନିୟମିତ ଭାବେ ପାଉଁଶ ଜମା କରାଯିବା ଉପରେ ପ୍ରଶାସନିକ ହସ୍ତକ୍ଷେପ ପାଇଁ ନିବେଦନ। ଉଗମେ ବିଦ୍ୟାଳୟ ସମ୍ମୁଖ ରାସ୍ତାର ପ୍ରସାରଣ ନିମନ୍ତେ, ହ. କଟାପାଲି: ଟିପିଏସଏଲ କମ୍ପାନୀରେ ଜମିହରାଙ୍କ ସଠିକ ଥଇଥାନ ଏବଂ ସ୍ଥାନୀୟ ବାଲିଘାଟକୁ ଆଇନଗତ ଭାବେ ପୁନଃ ଖୋଲିବା ପାଇଁ ଦାବି। ଶ୍ରୀପୁରା ଅଞ୍ଚଳରେ ବେଆଇନ ମାଟି ଖୋଳା ବିରୁଦ୍ଧରେ ଅଭିଯୋଗ, ଗଣ୍ଡଘୋରା ସରକାରୀ ହାଇସ୍କୁଲର ନାମ ପରିବର୍ତ୍ତନ ଏବଂ କିର୍ମିରା ଇଏମଆରଏସ ର ପୂର୍ବତନ ଅତିଥି ଶିକ୍ଷକଙ୍କ ବକେୟା ଦରମା ପ୍ରଦାନ ସମ୍ବନ୍ଧୀୟ, ଦୁର୍ଲଗା ଅଞ୍ଚଳରେ ବିଦ୍ୟୁତ ସମସ୍ୟା, ସାରସମାଲରେ ପାନୀୟ ଜଳ ବ୍ୟବସ୍ଥା, ଗାୟତ୍ରୀ ବିହାର ପୁରୁଣା ବସ୍ତିରେ ଡ୍ରେନ ନିର୍ମାଣ ଏବଂ ଲଖନପୁର (ଭଅଁରଖୋଲ) ଅଞ୍ଚଳରେ ଚାଷୀଙ୍କ ଧାନ ବିକ୍ରି ପାଇଁ ଟୋକନ ସମସ୍ୟା ଉପରେ ଜିଲ୍ଲାପାଳ ଶୁଣାଣି କରିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗର ଶୁଣାଣି ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ତଦନ୍ତ କରି ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ଜିଲ୍ଲାର ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହି ସମସ୍ୟାଗୁଡିକର ତର୍ଜମା କରିଥିଲେ।
January 06, 2026
ODISHA LATEST NEWS
3/ODISHA NEWS/post-list
Categories
COVID-19
1
CRIME
5
EDUCATION
2
ENTERTAINMENT
3
HEALTH
3
NATIONAL
28
ODISHA NEWS
1300
POLITICS
24
SPORTS
1
WEATHER
1
Tags
COVID-19
CRIME
EDUCATION
ENTERTAINMENT
HEALTH
NATIONAL
ODISHA NEWS
POLITICS
SPORTS
WEATHER
Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.
Done
0 Comments