ଇ ଜେ ଭୀ ଫାଉଣ୍ଡେସନ ପକ୍ଷରୁ ବ୍ରୁକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

 ଆଜି ଇ ଜେ ଭୀ ଫାଉଣ୍ଡେସନ ପକ୍ଷରୁ ବ୍ରୁକ୍ଷରୋପଣ କାର୍ଯ୍ୟକ୍ରମ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦର , କଲୋନୀ ପରିସରର ରେ ଅନୁଷ୍ଠିତ ହୋଇଯାଇଛି,ଏହି ଅବସରରେ ମୁଖ୍ୟ ଅତିଥିଭାବେ ବିମାନ ବନ୍ଦର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପବନ କୁମାର ଯୋଗ ଦେଇଥିଲେ, ଇ ଜେ ଭି  ଫାଉଣ୍ଡେସନ ର ଲକ୍ଷ୍ୟ ହେଉଛି,ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା,ଏହାକୁ ଦୃଷ୍ଟିରେ ରଖି ଆଜି 100 ଟି ବୃକ୍ଷ ରୋପଣ କରାଯାଇଛି

ଆଗକୁ ମଧ୍ୟ ଆହୁରି ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି, ଇ ଜେଭି ଗତ ତିନି ବର୍ଷ ଧରି ବିମାନ ବନ୍ଦର ର ବିଶାଳ ପରିସର ରେ ହି ବୃକ୍ଷରୋପଣ କରିଆସୁଛି,ଏହାର କାରଣ ହେଲା ଏହିଠାରେ ବୃକ୍ଷ ରୋପଣ ପରେ ଏହାର ର ପ୍ରକୃତ ଯତ୍ନ ନିଆଯାଇଥାଏ,ଏହିକର୍ଯ୍ୟକ୍ରମ ରେ ଇଜେଭି ପକ୍ଷରୁ ମାନସୀ ପଣ୍ଡା, ପୂନମ୍ ପଟେଲ,ମିନସୋନି,ମଞ୍ଜୁଳା ବେହେରା, ପଙ୍କଜିନି ପାଣିଗ୍ରାହୀ,ଅଞ୍ଜଳିପ୍ରଭା ପଟ୍ଟନାୟକ, ସୁଦୀପ୍ତ ପଟେଲ, ଗଙ୍ଗାଧର ମେହେର, ପବିତ୍ର ସ୍ୱାଇଁ,, ବିମଲ୍ ପାଣିଗ୍ରାହୀ,starwin ପଣ୍ଡା,ସମେତ ଉପଷ୍ଟିତଥିବା ବେଳେ ବିମାନ ବନ୍ଦର ର ବନାନୀ ନନ୍ଦ, ଭିପୂଲ୍ ବୈଭବ,ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done