ସୁଭଦ୍ରା ଶକ୍ତି ମେଳା ର ତୃତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି


 ସୁଭଦ୍ରା ଶକ୍ତି ମେଳା ର ତୃତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ମୁଖ୍ୟ ଉନ୍ନୟନ  ତଥl ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ  ବିଶ୍ୱ ରଞ୍ଜନ ନାୟକ,ଅତିରିକ୍ତ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ସୂର୍ଯ୍ୟଂlଶୁ ଋତ, ଉପ ଜ଼ିଲ୍ଲାପାଳ ସବ୍ୟସାଚୀ ପଣ୍ଡା , ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ସହକାରୀ ନିର୍ଦ୍ଦେଶକ, ହସ୍ତଶିଳ୍ପ ମୋନାଲିସା ପଟେଲ,ଡି. ପି. ଏମ. ଓ.ଏଲଏମ ଡ଼.ପୁଷ୍ପଶ୍ରୀ ନାୟକ,  ସୁରକ୍ଷା ଅଧିକାରୀ ମିନାକ୍ଷୀ ରାଜ ଏବଂ ସୁଭଦ୍ରା ମାଆ ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭlରମ୍ଭ କରିଥିଲେ  l ଆଜିର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଂlସ୍କୃତିକ କାର୍ଯ୍ୟକ୍ରମ ରେ ସିଲଟା ଡ୍ୟାନ୍ସ ଏକାଡେମୀ ଓଡିଶୀ ଡ୍ୟାନ୍ସ, ପ୍ରିନ୍ସ କିଙ୍ଗଡମ  ସମ୍ବଲପୁରୀ ଫୋକ ନୃତ୍ୟ,ବେଦାନ୍ତ ଟାଉନସିପ  ଶିବ ତାଣ୍ଡବ,ରାଇଜ ଅଫ ଡ୍ୟାନ୍ସ ଏକାଡେମୀ ସମ୍ବଲପୁରୀ ଫୋକ ଏବଂ ଓଲିଉଡ଼ ଡ୍ୟାନ୍ସ,ରୁକୁ ସୁନା  ସମ୍ବଲପୁରୀ ମେଲୋଡି ପରିବେଷଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଉଦଘୋଷକ ରୁପେଶ ସାହୁ, ଉଦଘୋଷିକା ସ୍ବେଜଲ ପ୍ରଧାନ ଏବଂ ପ୍ରତୀକ୍ଷା ତ୍ରିପାଠୀ ପରିଚାଳନା କରିଥିଲେ l ଝାରସୁଗୁଡା ଜ଼ିଲ୍ଲାପାଳ କୁଣlଲ ମୋତିରାମ ଚୱାଣ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏବଂ ଆୟୋଜକ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ବିଶ୍ୱ ରଞ୍ଜନ ନାୟକ ଙ୍କ  ଆବାହକତ୍ବ ରେ ସୁଭଦ୍ରା ଶକ୍ତି ମେଳା ର ତୃତୀୟ ଦିନର ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done