ଭାରତ ବିକାଶ ପରିଷଦ ଝାରସୁଗୁଡା ଶାଖା ମହିଳା ସହ ଭାଗିତା ରେ ସ୍ଥାନୀୟ ମିଶନ ଆଶ୍ରା ସ୍ଥିତ ମାନସିକ ସ୍ତର ରେ ସକ୍ଷମ ହୋଇ ସାରିଥିବା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ୟେଶ୍ୟ ରେ ଏକ ମେହେନ୍ଦି ପ୍ରଶିକ୍ଷଣ ଶିବିର ର ଆୟୋଜନ କରାଯାଇଥିଲା, ଯାହା ର ଉଦ୍ଦେଶ୍ୟ ଥିଲା ମହିଳା ମାନେ ଏହି ଆଶ୍ରମ ବାହାର କୁ ଗଲା ପରେ ନିଜେ ସ୍ୱାବଲମ୍ବୀ ହୋଇ ପାରିବେ, ଏହି ପରିପ୍ରେକ୍ଷୀ ରେ ଏହି ତାଲିମ ଦିଆ ଯିବା ସହିତ ବରିଷ୍ଠ ଶିକ୍ୟାୟିତ୍ରୀ ତଥା ସମାଜ ସେବି ଓ ସୁ ଲେଖିକା ଶ୍ରୀମତୀ ନନ୍ଦିନୀ ପଟେଲ ଙ୍କୁ ବିଶେଷ ଭାବେ ସମ୍ମାନିତ କରାଗଲା, ଏହି କାଯ୍ୟକ୍ରକୁ ମହିଳା ସଂଯୋଜିକା ମାନସୀ ପଣ୍ଡା ଙ୍କ ନେତୃତ୍ୱ ରେ ସମ୍ପାଦନ କରାଗଲା, ଏହି କାଯ୍ୟକ୍ରମ ରେ ଶ୍ରୀମତୀ ପ୍ରିୟା ରାୟ, ଶ୍ରୀମତୀ ସସ୍ମିତା ପଟେଲ ଉପସ୍ଥିତ ଥିଲେ, ମିଶନ ଆଶ୍ରା ର ସମସ୍ତ କର୍ମଚାରୀ ମାନେ ପୂର୍ଣ୍ଣ ମାତ୍ରା ରେ ସହଯୋଗ କରିଥିଲେ.


0 Comments