ଲଖନପୁରରେ ଲୋକ ମହୋତ୍ସବ ତିହାର


 ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌର ପରିଷଦ ଅଞ୍ଚଳର ଗୁମାଡେରା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପଶ୍ଚିମ ଓଡିଶା ମହା ଲୋକକଳା ସଂଗଠନ ପାଇଁ ଲଖନପୁର ଲୋକ ମହୋତ୍ସବ ତିହାର ସଭାପତି ଶ୍ରୀ ପିତାମ୍ବର ମିଶ୍ରଙ୍କର ନେତ୍ରୁତ୍ଵରେ ରାଷ୍ଟ୍ର କବି ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ ଙ୍କ ରଚୟିତ ରାଷ୍ଟ୍ର ପ୍ରେମ ଗୀତ "ବନ୍ଦେ ମାତରଂ " ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବକୁ କ୍ରମାଗତ ଭାବେ ବିଧିବଦ୍ଧ ସାମୁହିକ ଗାୟନ କରାଯିବାର ଆୟୋଜନ ଅନୁଷ୍ଠିତ ହୋଇଯାଇଛି l   ପ୍ରାରମ୍ଭରେ ବାକଦେବି ସରସ୍ବତୀ ଓ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ରେ ଅର୍ଘ୍ୟ ଅର୍ପଣ କରାଯାଇଥିଲା । ଏହା ପରେ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ରଙ୍କର ଅଧ୍ୟକ୍ଷତା ରେ ଆବାହକ ସଙ୍ଗୀତଜ୍ଞ ପ୍ରମୋଦ ଦାଶ, ସୁରେଶ ମହାନ୍ତି, କୁଳମଣି ବଗାର, ନିର୍ମଲ ଭୋଇ, ବ୍ରଜ ସୁନ୍ଦର ଶତପଥି, ଗୋପାଳ ମାଣିକ, ଚନ୍ଦ୍ରଶେଖର ନାଏକ, ଅରକ୍ଷିତ ସାହୁ, ସୁରେଶ ବେହେରା ଓ ଯୁଧିଷ୍ଠିର ସେଣ ପ୍ରଭୁତି ପ୍ରମୁଖ୍ୟ ଉପସ୍ଥିତ ରହି ଉକ୍ତ ରାଷ୍ଟ୍ର ଗାନକୁ ସାମୁହିକ ଭାବେ ଗାୟନ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done