ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ଦ୍ୱିତୀୟ ପର୍ଯାୟ କମ୍ବଳ ବଣ୍ଟନ,......
ପ୍ରବଳ ଶୀତ କୁ ଦୃଷ୍ଟି ରେ ରଖି ଇ ଜେ ଭି ଫାଉଣ୍ଡେସନ ତରଫରୁ ଗରିବ ସୀମା ରେଖା ରେ ଥିବା କିଛି ପ୍ରାପ୍ତ ବୟସ୍କ, ମା, ବାପା ଙ୍କୁ କମ୍ବଳ ବଣ୍ଟନ କରାଯାଇଛି, ଏହା ପାଣ୍ଡ୍ରି ପଥର ର ମୁଣ୍ଡା ପଡା ଅଂଚଳ ରେ ପୂର୍ବତନ ସରପଞ୍ଚ ଅନିତା ଷଣ୍ଢ ଓ ଅଙ୍ଗନ ବାଡ଼ି ଦିଦି ଙ୍କ ତତ୍ୱାବଧାନ ରେ ବଣ୍ଟନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ଇ ଜେ ଭି ର ଅଞ୍ଜଳି ପ୍ରଭା ପଟ୍ଟନାୟକ,ଦୀପ୍ତି ବେହେରା, ଜ୍ୟୋତିର୍ମୟୀ ବେହେରା, ସୁରଭି ପଟେଲ ପବିତ୍ର ସ୍ୱାଇଁ, ମାନସୀ ପଣ୍ଡା, ପୁନମ ପଟେଲ, ପ୍ରିୟା ରାୟ, ସୁମିତ୍ରା ପଣ୍ଡା,, ପ୍ରମୁଖ ଉପସ୍ଥିତ ରହି ଏହି ବଣ୍ଟନ କାର୍ଯ୍ୟ ରେ ସହାୟତା କରିଥିଲେ. ଆଗକୁ ମଧ୍ୟ ବଣ୍ଟନ କାର୍ଯ୍ୟ ଜାରିରହିବ.


0 Comments