ବିବେକାନନ୍ଦ ସେବା ସନ୍ଷଦ, କାଲି ବାଢ଼ି , ଝାରସୁଗୁଡ଼ା ର ସଦସ୍ୟ ଏବଂ ସଦସ୍ୟା ମାନେ ସାଇ ଶ୍ରୀ ବରିଷ୍ଠ ନାଗରିକ ଗୃହ ରେ ରହୁଥିବା ୫୦ ରୁ ଉର୍ଦ୍ଧ ଅନ୍ତେବାସୀଙ୍କୁ ଇଂରାଜୀ ନବବର୍ଷ ଉପଲକ୍ଷେ ଭେଟିଛନ୍ତି


 ବିବେକାନନ୍ଦ ସେବା ସନ୍ଷଦ, କାଲି ବାଢ଼ି , ଝାରସୁଗୁଡ଼ା ର ସଦସ୍ୟ ଏବଂ ସଦସ୍ୟା ମାନେ ସାଇ ଶ୍ରୀ ବରିଷ୍ଠ ନାଗରିକ ଗୃହ ରେ ରହୁଥିବା ୫୦ ରୁ ଉର୍ଦ୍ଧ ଅନ୍ତେବାସୀଙ୍କୁ ଇଂରାଜୀ ନବବର୍ଷ ଉପଲକ୍ଷେ ଭେଟି ସମସ୍ତ ଅନ୍ତେବାସୀଙ୍କୁ ନବବର୍ଷ ର ଶୁଭେଚ୍ଛା ଜଣାଇଲେ ଏବଂ ତାଙ୍କୁ ବସ୍ତ୍ର ଓ କମ୍ବଳ ଇତ୍ୟାଦି ବ୍ୟବହାର କରିବା ପାଇଁ ଦିୟା ଗଲା। ଏହା ସହିତ ନାଗରିକ ଗୃହ ର କର୍ତ୍ତୃପକ୍ଷ ଙ୍କୁ ୧୦୦୦୦/- ଟଙ୍କା ଆଜିର ଖାଦ୍ୟ (ଭୋଜି) ପାଇଁ ଦିଆଗଲା, ସମସ୍ତ ଅନ୍ତେବାସୀଙ୍କୁ ବିସ୍କୁଟ ମଧ୍ୟ ଦିଆ ଯାଇଥିଲା। ସମସ୍ତେ ଅତି ଉତ୍ସାହ ସହିତ ସଦସ୍ୟ ସଦସ୍ୟାଙ୍କ ସହିତ ମିଶି ନବବର୍ଷ ର ଶୁଭେଚ୍ଛା ଗ୍ରହଣ କରିଥିଲେ। ସମସ୍ତ ଅନ୍ତେବାସୀଙ୍କୁ ସ୍ବାମୀ ବିବେକାନନ୍ଦ ଙ୍କ ଭାବଧାରା ଓ ବାଣୀ କୁ ବହୁତ ଉତ୍ସାହ ଓ ଖୁସି ରେ ଉପଭୋଗ କଲେ।

ସନ୍ଷଦ ର ଶ୍ରୀମତୀ ଥିଲା ନାଥ, ରେଖା ରାୟ ଚୋଉଧୁରୀ, କେୟା ଚକ୍ରବର୍ତ୍ତୀ, କୃଷ୍ଣା ମୁଖାର୍ଜୀ, କାନ୍ତା ମୁଖାର୍ଜୀ, ଗୋଉରୀ ଭଟ୍ଟାଚାର୍ଯ୍ୟ, ତାପସ ରାୟ ଚୋଉଧୁରୀ, ସୁନିଲ ଚକ୍ରବର୍ତ୍ତୀ ଓ ଅନ୍ୟାମାନେ ଉପସ୍ଥିତ ରହି ନବବର୍ଷ ପାଳନ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done