ରାଜ୍ୟ ଯୁବ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷଙ୍କୁ ସ୍ଵାଗତ


 ଝାରସୁଗୁଡା ଜିଲ୍ଲାର ବଡମାଲ ଛକ ଠାରେ, ଓଡ଼ିଶା ରାଜ୍ୟ ଯୁବ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ଅଭିଳାଷ ପଣ୍ଡାଙ୍କୁ, ଝାରସୁଗୁଡା ଜିଲ୍ଲା ବିଜେପି ଯୁବ ନେତା *ଶ୍ରୀ ଗୋପାଳ ପଟେଲ* ଙ୍କ ନେତୃତ୍ୱରେ ଶତାଧିକ ବିଜେପି ଯୁବ ସହଯୋଗୀମାନେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଲେ।

ଏହି ଅବସରରେ *ଶ୍ରୀ ଅଭିଲାଷ ପଣ୍ଡା* ସମସ୍ତ ବିଜେପି ଯୁବ ସହଯୋଗୀମାନଙ୍କ ସହ କିଛି ସମୟ ଆତ୍ମୀୟ ଆଲୋଚନାରେ ବ୍ୟତୀତ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done