ଏହି ଅବସରରେ ଆଜି ଇ ଜେ ଭି ଫାଉଣ୍ଡେସନ ଦ୍ୱାରା ରେ ସରକାର ସ୍ତରରେ ସ୍ଥାନୀୟ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ, ସର୍ବାହଲ ଠାରେ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପଭୋକ୍ତା ଆଇନ ବିଷୟ ରେ ପଚାରି ବୁଝି ଥିଲେ, ଏହି କାର୍ଯ୍ୟକ୍ରମ ରେ ସହର ର ମାନ୍ୟ ଗାନ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦାନ କରି ଆଇନ ଓ ଅଧିକାର ବାବଦ ରେ ପଚାରି ଥିଲେ, ଏହି କାର୍ଯ୍ୟକ୍ରମ ରେ ସରକାରୀ ସ୍ତର ରେ ଉପନିୟନ୍ତ୍ରକ ଶ୍ରୀ ଅଖିଳ ପ୍ରଧାନ, ସହ ନିୟନ୍ତକ ଆଶା ମିଂଜ଼, ଓ ନିରୀକ୍ଷକ ଗଗନ ମାରାଣ୍ଡି ଉପସ୍ଥିତ ଥିଲେ, ସମ୍ମନିତ ଅତିଥି ଭାବେ କୈବଲ୍ୟ ମିଶ୍ର, ଓ ଗୁରଫାନ ଖାନ ଯୋଗ ଦେଇଥିବା ବେଳେ, ପୁନମ ପଟେଲ ମଞ୍ଚ ସଂଚଳନକରିଥିଲେ, ସୁଶ୍ରୀ ଅଞ୍ଜଳି ପ୍ରଭା ପଟନାୟକ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ପରିଚାଳନା ହେବା ସହିତ ପ୍ରିୟା ରାୟ ଧନ୍ୟବାଦ ଅର୍ପଣ କରିଥିଲେ, ଇ ଜେ ଭି ପକ୍ଷରୁ ଆଶା ସା, ଅନିତା ବାଗ, ଦୀପ୍ତି ବେହେରା, ହେମଳତା ମେହେର, ସସ୍ମିତା ପଟେଲ, ମିନତୀ ମେହେର, ଜ୍ୟୋତିର୍ମୟୀ ବିବହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଶୁ ପରିଚାଳନା କରିଥିଲେ


0 Comments