ପୁରୁଣାବସ୍ତି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ କମିଟି ଓ ଲlୟନ୍ସ କ୍ଲବର ମିଳିତ ଉଦ୍ୟମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ


 ଆଜି ପୁରୁଣାବସ୍ତି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ କମିଟି ଓ ଲlୟନ୍ସ କ୍ଲବ ର ମିଳିତ ଉଦ୍ୟମ ରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅପରାହ୍ନ 2 ଟା 30 ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l

ଏହି ଶିବିରରେ ଦନ୍ତ ଚିକିତ୍ସକ ଡା ପି କେ ପଣ୍ଡା ସ୍ତ୍ରୀ ରୋଗ ବିଶେଷ ଜ୍ଞ ଡା ଶ୍ରୀମତୀ ରୀନା ନାଏ କ ଚକ୍ଷୁ ବିଶେଷ ଜ୍ଞ

ଅରୁଣ ପ୍ରସାଦ ଭୁଇନା ଓ କର୍ଣ୍ଣ ଗଳା ନାକ ବିଶେଷଜ୍ଞ

ଶଙ୍କର ପ୍ରସାଦ ପଣ୍ଡା ଯୋଗଦାନ କରି ରୋଗୀ ମାନଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ l ସଭାକାର୍ଯ୍ୟ ପ୍ରାରମ୍ଭରେ ସୁବର୍ଣ୍ଣଜୟନ୍ତୀ

କମିଟି ସଭାପତି ଅଶୋକ କୁମାର ମହାପାତ୍ର ଲlୟନ୍ସ  କ୍ଲବ ସଭାପତି ଶ୍ରୀ ପ୍ରମୋଦ କୁମାର ମିଶ୍ର ସମସ୍ତ ଚିକିତ୍ସ କ

ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଙ୍କ ଉପସ୍ଥିତି ରେ

ଦ୍ୱୀପ ପ୍ରଜ୍ବଳନ କରାଯାଇଥିଲା l ଏହି ଶିବିରରେ 32 ଜଣ ସ୍ତ୍ରୀ ରୋଗୀ 36 ଜଣ କର୍ଣ୍ଣ ଗଳା ନାକ ରୋଗୀ 23 ଜଣ ଦନ୍ତ ରୋଗୀ ଓ 38 ଜଣ ଚକ୍ଷୁ ରୋଗୀ( ମୋଟ 129) ଚିକିତ୍ସିତ ହୋଇ ଥିଲେ l ଏହି ଶିବିର ର ପରିଚାଳନା ସୁବର୍ଣ୍ଣ ଜୟନ୍ତୀ କମିଟି ର କାର୍ଯ୍ୟକାରୀ ସଭାପତି ଶ୍ରୀ ବିଜୟ କୁମାର ପଟେଲ କରିଥିବାବେଳେ ଶ୍ରୀ ଅଜୟ କୁମାର ଦାସ ଶ୍ରୀ ଶ୍ଵେତାଂଶୁ ଶେଖର ଦାସ ଶ୍ରୀ ହେମନ୍ତ ତ୍ରିପାଠୀ ଶ୍ରୀ ସୁରେନ୍ଦ୍ର ପଣ୍ଡା ଶ୍ରୀ ନରେନ୍ଦ୍ର ପଣ୍ଡା ଶ୍ରୀ ପ୍ରଶାନ୍ତ ମହାରଣା ଶ୍ରୀ କିଶୋର ମହାନ୍ତି ମନୋରଞ୍ଜନ ମହାପାତ୍ର ଯୋଗଦାନ କରିଥିବା ବେଳେ ଲାଏନ୍ସ କ୍ଲବ ର ଶ୍ରୀ ସୁଧୀର ମହାପାତ୍ର ଶ୍ରୀ ସଚିତା ନନ୍ଦ ପାତ୍ର ଶ୍ରୀ ସରୋଜ କୁମାର ପଣ୍ଡା ଶ୍ରୀ ରାଜେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done