ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ ବିଧାୟକ


 ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ ବିଧାୟକ                                  ଝାରସୁଗୁଡା ପୌରାଞ୍ଚଳ ୱାର୍ଡ ନ - ୩ ରେ ଥିବା ମାରବାଡି ପଡ଼ା ରେ ଥିବା ମହାଦେବ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି | ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ମଧ୍ଯାନ୍ନ ରେ ଉକ୍ତ ପୋଖରୀ ପରିଦର୍ଶନ କରିବା ସହିତ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ | ସ୍ଥାନୀୟ ଜନସାଧାରଣଙ୍କ ବାରମ୍ବାର ଦାବୀ ଏବଂ ଏହି ପୋଖରୀ ପ୍ରତି ଥିବା ଆସ୍ଥା ଓ ବିଶ୍ବାସକୁ ସମ୍ମାନ ଜଣାଇ ବିଧାୟକଙ୍କ ଉଦ୍ୟମ କ୍ରମେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି | ଏଥିରେ ଟାଉନ ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ , ସୋନୁ ଥିରାନି  , ଅତୁଲ ଶୁକ୍ଲା , ବିନୟ ମୋଦୀ , ସିଦ୍ଧାର୍ଥ ଅଵସ୍ଥି , ମୁକେଶ ଶା , ଶୈଲେଶ ତିୱାରୀ  ପ୍ରମୋଦ ତ୍ରିପାଠୀ ପ୍ରମୁଖଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done