May 24 ରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା। May 24 ରୁ ଜୁନ୍ ୩୦ ଯାଏଁ ଅନ୍ଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଯୁକ୍ତ ଦୁଇ ନାମ ଲେଖା ପାଇଁ SAMS ପୋର୍ଟାଲରେ ଆବେଦନ ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ତେବେ ଜୁନ୍ ୩୦ ଏହି ନାମ ଲେଖା ଆବେଦନ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ତେବେ ଆବେଦନ ପାଇଁ ଛାତ୍ରଛାତ୍ରୀ ମାନେ www.samsodisha.gov.in ରେ ଯାଇ ନାମ ଲେଖାଇ ପାରିବେ। ତେବେ ଜୁଲାଇ ୭ରେ ଆସିବ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ ଏବଂ ୮ରୁ ୧୪ ଜୁଲାଇ ମଧ୍ୟରେ ନାମଲେଖା ହେବ । ଯୁକ୍ତ ଦୁଇ ପାଠ୍ୟ ଖସଡ଼ା ୨୪ ଜୁଲାଇରୁ ଆରମ୍ଭ ହେବ ବୋଲି ଉଛ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।
0 Comments