ପୁରୀ - ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢେଲା ମାଡ,ଦୁଇଟି ବଗି କ୍ଷତିଗ୍ରସ୍ତ


 ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢେଲା ମାଡ଼। କ୍ଷତିଗ୍ରସ୍ତ ହେଲା ଦୁଇଟି ବଗି।

ରାଉରକେଲା କଲୁଙ୍ଗା ଷ୍ଟେସନ ରେ ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ କୁ କିଛି ଦୁର୍ବୃତ୍ତ ଢେଲା ମାଡ଼ ମାରିଛନ୍ତି। ଏହା ଦ୍ଵାରା ଏକ୍ସପ୍ରେସ ର ଦୁଇଟି ବଗି ପ୍ରଭାବିତ ହୋଇଛି। ଷ୍ଟେସନ ରେ ବନ୍ଦେ ଭାରତ ଏକ୍ସପ୍ରେସ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ମାନେ ଆସି ଏହା ଉପରେ  ଢେଲା ମାଡ଼ କରିଥିଲେ ଯାହା ଫଳରେ ଟ୍ରେନ ର ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଥିଲା। ଏପର୍ଯ୍ୟନ୍ତ କୌଣସି ଯାତ୍ରୀ ଙ୍କ ହାନୀ ହେଇଥିବା ସୂଚନା ମିଳିନି। ତେବେ କଉ କାରଣ ରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢେଲା ମାଡ଼ ହେଲା ଏହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done