ଏକ ନିଆରl ଢ଼ଙ୍ଗରେ ଖଡ଼ୁରା ସମାଜ ପକ୍ଷରୁ ପାଳନ ହେଲା ନୂଆ ବର୍ଷ


 ଏକ ନିଆରl ଢ଼ଙ୍ଗରେ ଖଡ଼ୁରା ସମାଜ ପକ୍ଷରୁ ପାଳନ ହେଲା ନୂଆ ବର୍ଷ । ନିଜକୁ ହିନ୍ଦୁ, ମୁସିଲିମ୍, ଶିଖ ଅବା ଇସାଇ ନ ଭାବି ଆଜିର ବ୍ୟସ୍ତ ବିବ୍ରତ ମଣିଷ ସମାଜରେ ଯୁବା ପିଡି ନିଜକୁ ମାନବ ସେବା ହିଁ ପରମ ଧର୍ମ ବୋଲି ମନେ କରି ଖଡ଼ୁରl ଯୁବାମଞ୍ଚ ଝାରସୁଗୁଡ଼ା ବେଲପାହାଡ ସ୍ଥିତ ଠକ୍କର ବାପା ଅନାଥ ଆଶ୍ରମରେ ଆଜି ସକାଳ 9,30 ରେ ପହଞ୍ଚି  ଛୋଟ ବଡ ଛୁଆଙ୍କୁ ଚକ୍ଲେଟ, ବିସ୍କୁଟ, କେକ୍ ଓ କିଛି ଫଳ ସହିତ କମ୍ବଳ ଏବଂ କିଛି ଖାଦ୍ୟ ବସ୍ତ୍ର ଦେଇ ନିରୀହ ଶିଶୁଙ୍କ ଖୁସିରେ ନିଜକୁ ସାମିଲ କରି ନୂଆବର୍ଷ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଖଡୁରା ସମାଜ ସଭାପତି ସପରିବାର ଟହଲୁ, ତ୍ରିନାଥ ପାତ୍ର, ଗୌରୀ ପାତ୍ର, ପ୍ରଫୁଲ୍ଲ ପାତ୍ର, ପ୍ରତାପ ଦାସ, ମଣ୍ଟୁ ଦାସ ଓ ବେଲପାହାଡ ସ୍ଥିତ ଖଡୁର ଜାତି ର ସମସ୍ତ କର୍ମକର୍ତା ଯୋଗଦାନ କରି ନୂଆବର୍ଷ ପାଳନ କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done