ନବ ଦାସ ହତ୍ୟାକାଣ୍ଡ ର ସିବିଆଇ ତଦନ୍ତକୁ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି ଦାସ


 ବିରୋଧୀ ଦଳ ବିଜେପି କୁ ମୁଁହ ଖୋଲି ଜବାବ ଦେଲ ଦିପାଳି ଦାସ।

ଆମ ପରିବାର ସହିତ କଣ ଛିଡ଼ା ହେବ ବିଜେପି ବୋଲି ସେ ପ୍ରଶ୍ନ କରିଛନ୍ତି।

ଝାରସୁଗୁଡ଼ା ରେ ଅନାସ୍ଥା ପ୍ରସ୍ତାବ କୁ ନେଇ ଚାଲିଛି ରାଜନୀତି। ତେବେ ବିଜେଡି ଦଳକୁ ଭଙ୍ଗିବାଠୁ ନେଇ ତାଙ୍କ ବାପାଙ୍କ ମୃତ୍ୟୁ ଘଟଣା ଉପରେ ଦିପାଳି ଦାସ ଙ୍କୁ ଆକ୍ଷେପ କରାଯାଇଛି। 

ଏ ନେଇ ଏବେ ମୁଁହ ଖୋଲିଛନ୍ତି ଦିପାଳି ଦାସ। 

କହିଛନ୍ତି " ମୋ ପରିବାର ସହିତ ଛିଡ଼ା ହେବା ପାଇଁ ବିରୋଧୀ ଦକ ଆସିବ କି" ।

 ଭାଇ କୁ ଛତିଶଗଡ ରେ ଅଟକ ରଖାଯିବ ପରେ ମୋ ପରିବାର ମାନସିକ ଯନ୍ତ୍ରଣା ଭୋଗୁଛି। 

ଏହା ପାଇଁ ମୋହନ ମାଝି ସରକାର ଏବଂ ସ୍ଥାନୀୟ ବିଧାୟକ ଦାୟୀ ବୋଲି ସେ କହିଛନ୍ତି।

 ବିରୋଧୀ ଦଳ ବାରମ୍ବାର ତାଙ୍କ ବାପା ନବ ଦାସ ଙ୍କ ମୃତ୍ୟୁ କଥା ଉଠାଉ ଥିବାରୁ "ମୋ ବାପାଙ୍କ କେସ  କଣ ସିବିଆଇ ତଦନ୍ତ କରିବ" ବୋଲି ସେ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done