GRAND OPENING OF BOX CRICKET ARENA "DUGOUT" AT Jharsuguda


 କ୍ରିକେଟ ଖେଳାଳି ଙ୍କ ପାଇଁ "Dogout"  ର  ଉଦ୍ଘାଟନ ।


ଝାରସୁଗୁଡ଼ା ଜିଲ୍ଲାରେ କ୍ରିକେଟ ଖେଳାଳି ଙ୍କ ପାଇଁ "Dogout"  ର ଉଦ୍ଘାଟନ ହୋଇଯାଇଛି। 


ସମସ୍ତ କ୍ରିକେଟ ଖେଳ ପ୍ରେମୀ ଯେଉଁମାନେ ଏକ ଭଲ ଖେଳ ପଡିଆ କିମ୍ବା ଖେଳ ସାମଗ୍ରୀ ପାଇ ପାରୁ ନାହାଁନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । 


କ୍ରିକେଟ ଖେଳ ପ୍ରେମୀ ପ୍ରତି ଘଣ୍ଟା ୧ ହଜାର ଟଙ୍କା ଦେଇ ଏକ ଟିମ ଭାବେ ଖେଳି ପାରିବେ ଏବଂ ଶନିବାର ରବିବାର ଦିନ ପ୍ରତି ଘଣ୍ଟା ୧୨୦୦ ଦେଇ ଏହି ଅବସରର ର ଫାଇଦା ଉଠେଇ ପାରିବେ।


ସହର ସ୍ଥିତ ଉତ୍କଳ କଣ୍ଟିଲେଣ୍ଟ ପାଖ ବେଦାନ୍ତ ରୋଡ ରେ ଆଶୁତୋଷ ଅଗ୍ରୱାଲ ଏବଂ ତାଙ୍କ ଆଉ ଚାରି ଜଣ ବନ୍ଧୁଙ୍କ ମିଳିତ ଉଦ୍ୟମ ରେ  ଏହି Dogout ଉଦ୍ଘାଟନ କରାଯାଇଛି।


ଏହି ଅବସରରେ  ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପୁତ୍ର ପୁରୁଷୋତ୍ତମ ମହାନ୍ତି ଯୋଗ ଦେଇ ଏଭଳି ଏକ ପଦକ୍ଷେପ କୁ  ସହୃଦୟ ସ୍ବାଗତ ଜଣାଇଛନ୍ତି    ଏବଂ dogout ଟିମ୍ କୁ ଏଭଳି ପଦକ୍ଷେପ ନେଇଥିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done