ଆଜି ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟାହ୍ନ ୧ ଟା ସମୟରେ ଜାତୀୟ ଖାଉଟି ଦିବସ ପାଳନ କରାଯାଇଛି


 ଆଜି ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରେ ଜାତୀୟ ଖାଉଟି ଦିବସ ପାଳନ କରାଯାଇଛି । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏହି ଖାଉଟି ଦିବସ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପିତାମ୍ବର ସେଠୀ, ଓଜନ ମାପ ନିୟନ୍ତ୍ରକ ଝାରସୁଗୁଡ଼ା ଶ୍ରୀମତୀ ଆଶା ମିଞ୍ଜ, EJV ଫାଉଣ୍ଡେସନ ସଭାନେତ୍ରୀ ମାନସୀ ପଣ୍ଡା, ଉପ ସଭାନେତ୍ରୀ ଅଞ୍ଜଳି ପଟ୍ଟନାୟକ, ସଂଯୋଜିକା ପ୍ରିୟା ରାଏଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ । ଏଥିରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା , ଛାତ୍ର ଛାତ୍ରୀ ଏବଂ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done