କ୍ରୀଡ଼ାରେ ଦୈାଡ,ଲମ୍ବଡ଼ିଆ,ଉଚ୍ଚଡ଼ିଆଁ, ଗୋଲାପିଙ୍ଗା, ଥାଳିଆ ପିଙ୍ଗା, ଦୈାଡ଼ିଡ଼ିଆଁ, ଚାମଚ ଗୋଲି ,ପୁଚି, ଠେକୁଆ ଦୌଡ,ବେଙ୍ଗଡ଼ିଆଁ, ଇତ୍ୟାଦି ଖେଳ ବ୍ୟବସ୍ଥା ଥିବା ବେଳେ ଗୁରୁମା ,ଅଭିଭାବିକାମାନଙ୍କ ପାଇଁ ମ୍ୟୁଜିକ ଚେୟାର ଅଭିଭାବକ ମାନଙ୍କପାଇଁ ପଛୁଆ ଦୌଡ, ଆୟୋଜନ କରାଯାଇଥିଲା ସମାଜ ଜିଲ୍ଲା ପ୍ରତିନିଧି ରନ୍ନାକର ବେହେରା, ରବି କୁମାର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ରାଉତ, କାଉନସିଲର ଗୀତାଞ୍ଜଳି ପଣ୍ଡା , ସ୍ଵେଚ୍ଛାସେବୀ କାଜଲ ଗୁହା , ଚାମ୍ପିଅନ ହୋଇଥିବା ହରିପ୍ରିୟା ରଣା , ସୁରଜିତ ବେହେରା , ସଞ୍ଜିବ ରୋହିଦାସ, ଅନିସା ମୁଣ୍ଡା , ଲଭଲି ମରେଇ , ଓ ରିଧିମା ରବନା, ପୁଷ୍ପ ଜିତ ଗଡ଼ୁଆଲ ,ଦୁଷ୍ପନ୍ତ ବେହେରା , ଇଶାନ ସାହୁ ସ୍ୱୟଂସାଇ ସାହୁ ଏନିସ୍ ପ୍ରଧାନ ମୋଟ ୧୨୫ ଜଣ କୃତୀ ପ୍ରତି ଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଉଦଯାପନୀ ଉତ୍ସବରେ (ମୁଖ୍ୟ ଅତିଥିଙ୍କ ) ହକି କ୍ରୀଡ଼ା ସଂଘର ଉପସଭାପତି ଜୀବନ ମହାନ୍ତି ଯୋଗ ଦେଇ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ, ଆଗାମୀ ଦିନରେ ସଫଳ କ୍ରୀଡ଼ାବିତ୍ ହେବା ପାଇଁ ଉତ୍ସାହିତ କରିଥିଲେ।
ପରିଚାଳନା କମିଟିର ସଭାପତି ଡ.ସରୋଜ କୁଅଁର ସମ୍ପାଦକ ସୁବ୍ରତ ତିପାଠୀ, କ୍ରୀଡ଼ାର ଅଧ୍ୟକ୍ଷତା କରିବା ସହିତ ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ଅଶୋକ ସାକୁନିଆ, ପ୍ରଶାନ୍ତ ଦାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ପଟେଲ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ କ୍ରୀଡ଼ା ପ୍ରମୁଖ ସଞ୍ଜୁ ପଟେଲ ଗୁରୁମା ସଂଯୋଜନା ଏବଂସଂଯୁକ୍ତାମେହେର,
ମମତା ରାଉଳ, କବିତା ପଟେଲ, ମିଲାରାଣୀ ବାରିକ,ମଞ୍ଜୁଲତା ସାହୁ, ସରିତା ପଣ୍ଡା, ପିଙ୍କି ବରାଳ, ଦୀଘ୍ରିମୟୀ ମହାପାତ୍ର, ସୋନାଲି ପାଣ୍ଡେ ସମସ୍ତ ଗୁରୁଜୀ ଗୁରୁମା ଓ ସେବିକା ମାନଙ୍କ ସହ ଯୋଗରେ କାର୍ଯ୍ୟକ୍ତ ମାନେ ସାଫଲ୍ୟ ମଣ୍ଡିତ ହୋଇଥିଲା ।
0 Comments