ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରି - ପେଡ ଟେକ୍ସି କେନ୍ଦ୍ର ଉଦ୍ଘାଟିତ,ଯୋଗ ଦେଲେ ବିଧାୟକ


 ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଯାତ୍ରୀମାନଙ୍କ ପାଇଁ ସହରର ଯେକୌଣସି ସ୍ଥାନକୁ ଯିବାକୁ ଆରମ୍ଭ ହେଲେ କ୍ୟାବ କେନ୍ଦ୍ର ।  ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରେ ଆଜି ମେଘଦୂତ ଟୁଅର୍ସ ଏବଂ ଟ୍ରାଭେଲସ  ଦ୍ୱାରା ଦଶ ଟା ସମୟରେ କ୍ୟାବ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି  ।ଝାରସୁଗୁଡା ବାସୀ କିପରି ସୁଲଭ ମୂଲ୍ୟରେ ସହର ର କୌଣସି ସ୍ଥାନରୁ ବିମାନ ବନ୍ଦର କୁ ସୁରୁଖୁରୁରେ ଯାତାୟାତ କରିପାରିବେ ସେ ପ୍ରଚେଷ୍ଟା ରେ ଏହାର ନିର୍ମାଣ କରାଯାଇଛି ।  ଏହାଦ୍ୱାରା ଜିଲ୍ଲା ରେ ଯାହା ପାଖରେ ଲୋକଙ୍କୁ ଯାତାୟାତ ସୁବିଧା ଯୋଗାଇବା ପାଇଁ ଯାନ ଅଛି ସେମାନେ ଏହି କ୍ୟାବ କେନ୍ଦ୍ର ରେ ପଞ୍ଜୀକୃତ ହୋଇପାରିବେ ଏବଂ ରୋଜଗାର କରି ସ୍ବାବଲମ୍ବୀ ହୋଇପାରିବେ । ଏହି ଉଦ୍ଘାଟନୀ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି କ୍ୟାବ୍ କେନ୍ଦ୍ରର ଉଦଘାଟନ କରିଥିଲେ |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done