ଆଦର୍ଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ଜମେରା ର ପୁର୍ବତନ ଛାତ୍ର ସଂଘ ର ଆଦର୍ଶ ସମାଜ ସେବା


 ଆଜି ଜମେରା ସ୍ଥିତ ଆଦର୍ଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପୁର୍ବତନ ଛାତ୍ର ସଂଘ ଡ. ସନ୍ତୋଷ କୁମାର ପଣିଗ୍ରାହୀ ଙ୍କ ଠାରୁ ଜାଣିବାକୁ ପାଇଲେ ପଦ୍ମିନୀ ଗୁପ୍ତା ନାମ୍ନୀ ଏକ ମହିଳା ଅସୁସ୍ଥ ଥିବାରୁ ତାଙ୍କୁ ତାଙ୍କ ଝିଅ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କୁ ଏକ o+ ରକ୍ତ ର ଆବଶ୍ୟକତା ଥିଲା , ଏହା ଜାଣି ଆଦର୍ଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସଂଘ ର ସଭ୍ୟ  ଗଣେଶ ପ୍ରସାଦ ସାହୁ ଏବଂ ସଭ୍ୟ ମାନେ ଯାଇ ରକ୍ତ ଦାନ କରି ତାଙ୍କୁ ସ୍ଵାନ୍ତନା ଦେଇ ଆସିଥିଲେ ଥିଲେ । ପୂର୍ବରୁ ମଧ୍ୟ ଉକ୍ତ ସଂସ୍ଥା ଏହିଭଳି ଜଣ କଲ୍ୟାଣକାରୀ କାର୍ଯ୍ୟ କରି ଆସୁଛନ୍ତି ତଥା ବିଗତ  ବର୍ଷା ରେ ଯମେରା ଗ୍ରାମ ରେ ଅନବରତ ଗାଡି ଚାଲି ଖରାପ ହେଇଯାଇଥିବା ରାସ୍ତା କୁ ନିଜ ଖର୍ଚ୍ଚ  ରେ ମରାମତି କରାଇଥିଲେ ।



Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done