ଆଜି ମଙ୍ଗଳବଜାର ସ୍ଥିତ ବିଜେଡ଼ି ଅଫିସ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ସୋର୍ଗୀୟ ପୂର୍ବତନ ମହିଳା ସଭାନେତ୍ରୀ ଶ୍ରୀମତୀ ଜୟକୁମାରି ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଶୋକ ସଭାର ଆୟୋଜନ ହୋଇଥିଲା।ଏଥିରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ତାପସ ରେ ଚୌଧୁରୀ, ଝାରସୁଗୁଡା ଟାଉନ ସଭାପତି ଶ୍ରୀଯୁକ୍ତ ସଂଦୀପ ଅବସ୍ତି ଆଉ ବିଜେଡି ର ବିଶିଷ୍ଟ କାର୍ଯ୍ୟକର୍ତା ଆଉ କର୍ମୀ ମାନେ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କଲେ l
0 Comments