ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ରୁଜୁ କରିଛନ୍ତି।


 ଝାରସୁଗୁଡ଼ା ର ପୁର୍ବତନ ବିଧାୟିକା ଦିପାଳି ଦାସ ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଇଛନ୍ତି। ସେ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଝାରସୁଗୁଡାର ନିର୍ବାଚନ କୁ ରଦ୍ଦ କରି ପୁଣି ଥରେ ନିର୍ବାଚନ କରିବା ପାଇଁ ଆବେଦନ କରିଛନ୍ତି। ସେ କହିଛନ୍ତି ଝାରସୁଗୁଡାର ବିଜୟୀ ବିଧାୟକ ଟଙ୍କଧର ତ୍ରୀପାଠୀ ତାଙ୍କ ନିର୍ବାଚନ ସମୟର affidavit ରେ ତାଙ୍କର କ୍ରିମିନାଲ ରେକର୍ଡ ବିଷୟରେ କିଛି ଅବଗତ କାରାଇନଥିଲେ । ସେଥି ପାଇଁ ବିଧାୟିକା ଏହି ନିର୍ବାଚନ କୁ ରଦ୍ଧ କରିବା ପାଇଁ କହି  ଆଉ ଥରେ ନିର୍ବାଚନ କରିବା ପାଇଁ ଆବେଦନ କରିଛନ୍ତି। ଆଗରୁ ମଧ୍ୟ ସେ ଏହି ନିର୍ବାଚନର ଫଳାଫଳ ରେ ଅନିୟମିତତା ସଂଦେହ କରି ନିର୍ବାଚନ ଆୟୋଗ କୁ ଦରଖାସ୍ତ ଦେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done