1) ଜମି ହରା ବ୍ୟକ୍ତି ଙ୍କୁ ଉଚିତ ଥଇଥାନ ଓ ମୂଲ୍ୟ ହେଉନାହିଁ
2) Ash Pond ପରିଚାଳନା ଠିକ ହିସାବରେ ନ ହେବା ଦ୍ୱାରା ବାରମ୍ବାର ଭୁଷୁଡୁଛି ଯଦ୍ୱାରା ପିଇଵା ପାଣି ପାଇଁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଅଚିନ୍ହା ରୋଗ ରେ ଶିକାର ହେଉଛନ୍ତି |
3) Ash Pond ର ଭୁଲ ପରିଚାଳନା ପାଇଁ ଚାଷୀ ଚାଷ କରି ପାରୁନାହିଁ |
4) ବାୟୁ ପ୍ରଦୂଷଣ ପ୍ରଚୁର ହେଉଛି
5) OPGC ରେ କାମ କରୁଥିବା ଠିକା ସଂସ୍ଥା ଅଧିନସ୍ଥ କର୍ମଚାରି ବକେୟା ଥିବା ପିଏଫ ପାଇଁ ମନ୍ତ୍ରୀ ଉଚ୍ଚ ସ୍ଥରୀୟ କମିଟି ପାଖରେ ଲଢେଇ କରି 1 ସପ୍ତାହ ଭିତରେ ବକେୟା ପଇସା ପାଇବାର ମାର୍ଗ କୁ ସୁନିଶ୍ଚିତ କରିଛନ୍ତି | ଏହା Chairman/ MD OPGC ବିଶାଳ ଦେବ ଯିଏ କି ଶକ୍ତି ବିଭାଗ ର Principle Secreatry ଏହାକୁ ମୌଖିକ ଅନୁମୋଦନ କରିଛନ୍ତି |
6) ଅଞ୍ଚଳ ରେ ଥିବା ଅନୁସୂଚିତ ଜନ ଜାତି ଆଶ୍ରମ ସ୍କୂଲ ର ଛାତ୍ର ଛାତ୍ରୀ ଙ୍କୁ ସାଇକେଲ ଯୋଗାଇବା ଅତି ଶୀଘ୍ର ଦେବା ପାଇଁ OPGC କର୍ତ୍ତୃପକ୍ଷ କହିଛନ୍ତି |
ଏହି ସବୁ ଅନ୍ୟାନ୍ୟ ବିଷୟ ନେଇ ସର୍ବ ଶେଷରେ ଶ୍ରୀ ପୂଜାରୀ OPGC କର୍ତ୍ତୃପକ୍ଷ କୁ ତାଗିତ କରିଥିଲେ ଓ ଶକ୍ତି ମନ୍ତ୍ରୀ ଶ୍ରୀ ସିଂ ଦେଓ ଙ୍କ ଅନୁମୋଦନ ରେ ଜଣ ଶୁଣାଣି ଅନିର୍ଦ୍ଧିଷ୍ଟ ସମୟ ପାଇଁ ସ୍ଥଗିତ ହୋଇଛି |
0 Comments