ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଅଳକା ମହାନ୍ତିଙ୍କୁ ହରାଇ ବିଜୟୀର ବାନା ଉଡ଼ାଇଲେ ସୁରେଶ ପୂଜାରୀ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ଶାସନ ଚାଲୁଥିବା ବେଳେ ବିଜେଡି ପ୍ରାର୍ଥୀ ବିଫଳ ହୋଇଛନ୍ତି ୨୦୨୪ ନିର୍ବାଚନରେ । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ସୁରେଶ ପୂଜାରୀ ଗଣତିର ପ୍ରଥମ ପର୍ଯ୍ୟାୟରୁ ହିଁ ଆଗୁଆ ରହିଥିଲେ । ୨୬୫୮୨ ଭୋଟରେ ଅକାଳ ମହାନ୍ତିଙ୍କୁ ପଛରେ ପକାଇ ସୁରେଶ ପୂଜାରୀ ବିଜୟ ହୋଇଛି । ବଡ ବ୍ୟବଧାନରେ ଆଗୁଆ ରହି ସୁରେଶ ପୂଜାରୀ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ହାତେଇ ନେଇଛନ୍ତି ।
0 Comments