କୁମୁଡାପାଲି ଗ୍ରାମର କଂସ ଦରବାରରେ ଆଜି ଷଷ୍ଠ ସଂଧ୍ୟାରେ ଧନୁଯାତ୍ରା ମସୋତ୍ସବ ପଦାର୍ପଣ କରିଛି


 ଝାରସୁଗୁଡ଼ା ସଦର ମହକୁମା ଅନ୍ତର୍ଗତ କୁମୁଡାପାଲି ଗ୍ରାମର କଂସ ଦରବାରରେ ଆଜି ଷଷ୍ଠ ସଂଧ୍ୟାରେ ଧନୁଯାତ୍ରା ମସୋତ୍ସବ ପଦାର୍ପଣ କରିଛି। ଷଷ୍ଠ ଦୀନ ଧନୁଯାତ୍ରା ମସୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ବିଜେପି ନେତା ମହେନ୍ଦ୍ର କେଡିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ସହରର ସରଵାହାଲ ର ଏମ. ଇ ସ୍କୁଲ, ମହିଳା ମହାବିଦ୍ୟାଳୟ ବଢେଇ ମୁଣ୍ଡା ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ କଂସ ଦରବାରରେ ଭୁବନେଶ୍ୱର ପ୍ରଧାନ ଙ୍କ ଅଭିନୟ ଦର୍ଶକଙ୍କୁ  ବିମୋହିତ କରିଥିଲା। ଏହି ପରିପ୍ରେକ୍ଷୀରେ ଶହେରୁ ଅଧିକ ଦୋକାନ ଲାଗିଥିବାବେଳେ ପାଞ୍ଚ ହଜାରରୁ ଅଧିକ ଲୋକ ଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ମୁତୟନ ହୋଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done