ଆସନ୍ତା ମାସ 14 april 2024 ରେ ଅନୁଷ୍ଠିତ ହେବା କୁ ଥିବା ହନୁମାନ ଜନ୍ମ ଉତ୍ସବ, ମହା ବିଷୁବ ( ପଣା ) ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ୨୦୨୪, କୁ ବଡ ଧୁମଧାମ ରେ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ "ପାହାଡ଼େଶ୍ୱର ବିକାଶ ପରିଷଦ" ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି,


 ପାହାଡି ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା ମାସ 14 april 2024 ରେ ଅନୁଷ୍ଠିତ ହେବା କୁ ଥିବା ହନୁମାନ ଜନ୍ମ ଉତ୍ସବ, ମହା ବିଷୁବ ( ପଣା ) ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ୨୦୨୪, କୁ ବଡ ଧୁମଧାମ ରେ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ "ପାହାଡ଼େଶ୍ୱର ବିକାଶ ପରିଷଦ" ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି, ବୈଠକ ରେ ପାରିତ ପାହାଡି ମନ୍ଦିର ରେ ଵିଧିବଧ ଭାବେ ପୂଜାର୍ଚନା, ଅଖଣ୍ଡ ପ୍ରସାଦଶେବନ, ସୁନ୍ଦରକାନ୍ଦ ପାଠ, ୧୦୮ ହନୁମାନଚାଳିଶ ପାଠ, ସାମୁହିକ ସନ୍ଧ୍ୟା ଆଳତି ,ସଂସ୍କୃତି କାର୍ଯ୍ୟକ୍ରମ, ମୁଖ୍ୟ ଆକର୍ଷଣ ଅତୀଶବାଜୀ।   ପାହାଡ଼େଶ୍ୱର ବିକାଶ ପରିଷଦ, ପାହାଡି ମନ୍ଦିର ସଦସ୍ୟ     ତପନ ପଟ୍ଟନାୟକ, ସଂଗ୍ରାମ ମହାନ୍ତି, ତୁଷାର ପଟେଲ, ଅଶୋକ ପାରୁଆ, ଯୋଗେନ୍ଦ୍ର, ରୋମାଞ୍ଚ,ମୁକେଶ,ଆଲୋକ, କାହ୍ନ, ଆନନ୍ଦ, ମିହିର,ଗେମନ,ହେମନ୍ତ, ଅମୀୟ,ବିକ୍ରମ, ଗୌତମ......

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done