ବେଳପହାଡ଼ ପୋୖରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡ ମାନଙ୍କରେ ସାଂସଦ ଉନ୍ନୟନ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି ସାଂସଦ ଶ୍ରୀ ସୁରେଶ ପୂଜାରୀ


 ବେଲପାହାଡ଼ ପୋୖରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡ ମାନଙ୍କରେ ସାଂସଦ ଉନ୍ନୟନ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଦିଆଯାଇଛି ସେହି ସବୁ ପ୍ରକଳ୍ପ ର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି ସାଂସଦ ଶ୍ରୀ ସୁରେଶ ପୂଜାରୀ। ଏହି ପ୍ରକଳ୍ପ ମଧ୍ୟରେ

 ୧. ବୁଦ୍ଧିଜୀବୀ କୋଠା ଘର ପାଚେରୀ କାନ୍ଥ, ଗୁମଡେରା ର ଉଦଘାଟନ ୫,୦୦,୦୦୦ ଟଙ୍କା

୨. ସୂର୍ଯ୍ୟ ମନ୍ଦିର, ମାଲିପଡା ଗୁମଡେରା ର ଶିଳାନ୍ୟାସ ୫,୦୦,୦୦୦ ଟଙ୍କା

୩. ମିରର ଥିଏଟର ର ସଭାଗୃହ ର ପାଚେରୀ, ଗୁମଡେରା ର ଶିଳାନ୍ୟାସ ୫,୦୦,୦୦୦ ଟଙ୍କା

୪. ସମଲେଇ ମନ୍ଦିର, ବଜାର ପଡା କମ୍ୟୁନିଟି ସେଣ୍ଟର ଶିଳାନ୍ୟାସ ୫,୦୦,୦୦୦ ଟଙ୍କା

୫. ଆର୍ଟ ଅଫ୍ ଲିଭିଂ ସେଣ୍ଟର ର ସୌନ୍ଦର୍ଯ୍ୟକରଣ ଉଦଘାଟନ ୫,୦୦,୦୦୦ ଟଙ୍କା

୬. ମହୀଯୋର ରେ ଯଜ୍ଞମଣ୍ଡପ ନିର୍ମାଣ ର ଉଦଘାଟନ ୫,୦୦,୦୦୦ ଟଙ୍କା

୭. ତାରିଣୀ ମନ୍ଦିର କମ୍ୟୁନିଟି ସେଣ୍ଟର ର ଶିଳାନ୍ୟାସ ୫,୦୦,୦୦୦ ଟଙ୍କା

୮. ଗର୍ରାଖାଇ ଠକର ବାବା ଅନାଥାଶ୍ରମ ରେ କାର୍ଯ୍ୟ ର ଉଦଘାଟନ ୩,୦୦,୦୦୦ ଟଙ୍କା

ଏହି କାର୍ଯ୍ୟକ୍ରମ ରେ ବେଳପହାଡ଼ ପୋୖରାଧିକାରୀ ସୁଶ୍ରୀ ମଧୁସ୍ମିତା ସିଂ, ସାଂସଦ ପ୍ରତିନିଧି ଶ୍ରୀ ତପନ କାନ୍ତ ଜେନା, ବୁଲୁ ସେନାପତି, ପ୍ରଚଣ୍ଡ ଜେସ୍ୱାଲ, ସଞ୍ଜୟ ସିଂ, ପ୍ରେମ ପ୍ରକାଶ ସିଂ, ଜଂଜରି ପୃଷ୍ଟି, ମାନାଲିସା ମୋଦକ, ଦୀପକ ଭଇଁସାଲ, ସୁନନ୍ଦା ପସାୟତ ଙ୍କ ସହିତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done