୩୧ତମ ଜିଲ୍ଲା ପ୍ରତିଷ୍ଠା ଦିବସ ତଥା ୨୨ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରି ମେଳାର ତୃତୀୟ ଦିବସ


 ୩୧ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ତଥା ୨୨ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରି ମେଳା ର ତୃତୀୟ ଦିବସ ରେ ରାଧାମୋହନ ପାଣ୍ଡେ ଏଵଂ ବିବେକାନନ୍ଦ ମିଶ୍ର ଙ୍କ ସଭାପତିତ୍ବ ସହ ପରିଚାଳନା ରେ ଆଜିର ଜିଲ୍ଳା ସଂସ୍କୃତି ପରିଷଦ,ଝାରସୁଗୁଡ଼ା ପକ୍ଷରୁ ଅନୁଷ୍ଠିତ ସାରସ୍ଵତ ସମାରୋହ "ମୁଁ ତ ଅମୃତ ସାଗର ବିନ୍ଦୁ ' କାର୍ଯ୍ୟକ୍ରମ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ଓ ପ୍ରେମସାଗର ଧୁରୁଆ ଙ୍କ ଉଦ୍ଘୋଷଣା କରିଥିବାବେଳେ ଆଜିର କବି ସମ୍ମିଳନୀ ରେ ୮୦ ରୁ ଉର୍ଦ୍ଧ କବି କବିୟତ୍ରି ଅଂଶଗ୍ରହଣ କରିଥିଲେ। ଏହା ପରେ ସ୍ୱାଧୀନତା ସଂଗ୍ରାମ ଓ ଝାରସୁଗୁଡ଼ା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ର ବରିଷ୍ଠ ସାମ୍ୱାଦିକ ଶିବ ନନ୍ଦ,ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡା ଜୟଶଙ୍କର ନାୟକ, ଅଧ୍ୟାପିକା ମନ୍ଦାକିନୀ ଶତପଥୀ, ପ୍ରାଧ୍ୟାପକ ତପନ କୁମାର ବାରିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ୱାଦିକ ମେହେବୁବ ମହତାବ ପରିଚାଳନା କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done