ନୂତନ ବର୍ଷ ପାଇଁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼।ନୂତନ ବର୍ଷ ପାଇଁ ସହରର ବିଭିନ୍ନ ମନ୍ଦିରରେ ଆଜି ଭୋର୍ ଚାରିଟା ସମୟରୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ସହରର ଝାଡେଶ୍ଵରୀ ମନ୍ଦିର ,ପାହାଡି ମନ୍ଦିର, କନକ ଦୁର୍ଗା ମନ୍ଦିର, ତାରିଣୀ ମନ୍ଦିର ସରବାହାଲ ଜଗନ୍ନାଥ ମନ୍ଦିର ,ଶିବ ମନ୍ଦିର ,ହନୁମାନ ମନ୍ଦିର, ତ୍ରିନାଥ ମନ୍ଦିର, ବେହେରାମାଲ ବନ ଦୁର୍ଗା ମନ୍ଦିର, ଝଣ୍ଡାଛକ ସାଇ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ନୂତନ ବର୍ଷ ପାଇଁ ଭକ୍ତ ମାନେ ପୂଜାର୍ଚ୍ଚନା କରିବା ସହିତ ପରିବାର ଲୋକେ ବିଭିନ୍ନ ମନ୍ଦିରକୁ ଯାଇଥିଵାର ଦେଖିବାକୁ ମିଳିଥିଲା । ବିଭିନ୍ନ ମନ୍ଦିରରେ ଆଜି ହୋମ୍ ଯଜ୍ଞ କରାଯାଇଥିଲା
0 Comments