ଆଜି ଏଇ ତ ଜୀବନ ଭି ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାସ୍ତରୀୟ ରଚନା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି


 ଆଜି  ଏଇ ତ ଜୀବନ ଭି ( ଇ ଜେ ଭି)ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାସ୍ତରୀୟ ରଚନା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,ଏହିପ୍ରତିଯୋଗିତା ରେ ହାରାହାରି ୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ଓଡିଆ ଓ ଇଂରାଜୀ ଭାଷା ରେ ଉଭୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,ଏହା ତିନୋଟି ଶ୍ରେଣୀ ରେ ବିଭକ୍ତ କରାଯାଇଥିଲା ସବ୍ ଜୁନିଅର, ଜୁନିଅର,ଓ ସିନିୟର୍,ବିଚାରକ ଭାବେ ଇଂରାଜୀରେ ସୁଚିଶ୍ମିତା ଗୁରୁ, ମୁନୁମୁନୁ ମୂନ୍ଦ୍ରା,ଓରିତେଶ ଶର୍ମା ଥିବା ବେଳେ ଓଡ଼ିଆ ରେ ବିଚାରକ ଭାବେ ଅଞ୍ଜଳି ପ୍ରଭା ପଟ୍ଟନାୟକ,ନିବେଦିତା ମିଶ୍ରୁ ଓ ପ୍ରେମ ସାଗର ଦେହୁରିଆ ଥିଲେ,ଓଡ଼ିଆ ଓ ଇଂଲିଶ ,ରଚନା ଓ ବକ୍ତୃତା ସମସ୍ତ ଗ୍ରୁପ୍ ରୁ ପ୍ରଥମ,ଦ୍ଵିତୀୟ ଓ ତୃତୀୟ କୃତି ପ୍ରତିଯୋଗୀ ଙ୍କୁ ଚୟନ କରାଯାଇଛି,ସେହି ମାନଙ୍କୁ ଆସନ୍ତା ଗୁରୁଦିବସ ଦିନ ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ ଅଡିଟୋରିମରେ ପୁରସ୍କୃତ କରାଯିବ,ଏହି କାର୍ଯ୍ୟକ୍ରମ ଗୁରୁଦିବସ ଉପଲକ୍ଷେ ଓ ଗୁରୁମାନଙ୍କ ସମ୍ମାନାର୍ଥେ ଆୟୋଜନ କରାଯାଇଅଛି, ଇ ଜେ ଭି ଫାଉଣ୍ଡେସନ ର ରାଜେଶ ପାଢ଼ୀ,ମାନସୀ ପଣ୍ଡା, ପୂନମ ପଟେଲ,ଗଙ୍ଗାଧର ମେହେର,ଲକ୍ଷ୍ମଣ ସ୍ୱାଇଁ,ସଂଯୁକ୍ତା ମେହେର,ପାଙ୍କଜିନି ପାଣିଗ୍ରାହୀ,ଜ୍ୟୋତିର୍ମୟୀ ବେହେରା,ପବିତ୍ର ସ୍ୱାଇଁ,ସବ୍ୟସାଚୀ ମିଶ୍ର,ମଞ୍ଜୁଳା ବେହେରା,ନାରାୟଣ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done