ପବିତ୍ର ମାଘ ମାସ ଚତୁର୍ଦ୍ଦଶୀ ଓ ପଞ୍ଚମୀରେ ସହରର ଵୁଡାପଡା ଵୁରୋମାଲ ରାଧାମାଧଵ ମନ୍ଦିରରେ ‌ମାଘ ମେଳା ମହାସମାରୋହରେ ପାଳିତ ହୋଇଯାଇଛି।


 ପବିତ୍ର ମାଘ ମାସ ଚତୁର୍ଦ୍ଦଶୀ ଓ ପଞ୍ଚମୀରେ ସହରର ଵୁଡାପଡା ଵୁରୋମାଲ ରାଧାମାଧଵ ମନ୍ଦିରରେ ‌ମାଘ ମେଳା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରାଧାମାଧଵ ମନ୍ଦିରରେ ‌ପୂଜକ ସଂଜୀବ କୁମାର୍ ଦୀକ୍ଷିତ ପୂଜା କାଯ ତୁଳାଇଥିବାଵେଳ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ ନିଳାଦ୍ରୀ ପଟେଲ‌ ଓ ଅଜୁଲତା ପଟେଲ୍।ଗତ ରାତିରେ ମାଘ ମେଳା ଅବସରରେ କୃଷ୍ଣ ଗୁରୁ ଅନୁଷ୍ଠିତ ହୋଇଥିଲା।ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ କଭୋଡି ନିୟମ ଅନୁସାରେ ପୂଜା ପାଠ ଆୟୋଜନ ହୋଇଥିଲା ଏଥର ଲୋକଙ୍କ ମନରେ ଉସାହ ଦେଖିବାକୁ ମିଳିଥିଲା।ରାଧାମାଧଵ ମନ୍ଦିରରେ ପୂଜା ପାଠ ସମେତ ହୋମ୍ ଯଜ୍ଞ ହୋଇଛି।ଵୁଡାପଡା ରାଧାମାଧଵ ମନ୍ଦିରର ସଭାପତି ଇନ୍ଦ୍ର ଭ‌ଇ‌ସା‌ କୈଳାସ ରାଉତ ବିବେକାନନ୍ଦ ମିଶ୍ର ନିମାଇଁ ଚରଣ ବେହେରା ଶଙ୍କର ଦେ ପ୍ରଫୁଲ୍ଲ ମେହେର ଦେବେନ୍ଦ୍ର ଲୋଧା ରତ୍ନା ବୁଢ଼ା ନାରାୟଣ ପ୍ରଧାନ ‌ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done